"ଅନୁମତି ନିୟନ୍ତ୍ରକ"
"ଠିକ ଅଛି"
"ଅନୁମତିଗୁଡ଼ିକ"
"ବାତିଲ କରନ୍ତୁ"
"ପଛକୁ ଫେରନ୍ତୁ"
"ଉପଲବ୍ଧ ଅଛି"
"ବ୍ଲକ କରାଯାଇଛି"
"ଚାଲୁ ଅଛି"
"ବନ୍ଦ ଅଛି"
"ଅନଇନଷ୍ଟଲ୍ କରନ୍ତୁ କିମ୍ବା ଅକ୍ଷମ କରନ୍ତୁ"
"ଆପ୍ ମିଳିଲା ନାହିଁ"
"ଅନୁମତି ଦିଅନ୍ତୁ ନାହିଁ"
"ଅନୁମତି ଦିଅନ୍ତୁ ନାହିଁ ଏବଂ ପୁଣି ପଚାରନ୍ତୁ ନାହିଁ"
"“ଆପଟି ବ୍ୟବହାରରେ ଥିବା ସମୟରେ”କୁ ରଖନ୍ତୁ"
"“କେବଳ ଏହି ସମୟ” ରଖନ୍ତୁ"
"ଅଧିକ ସୂଚନା"
"ସବୁକୁ ଅନୁମତି ଦିଅନ୍ତୁ"
"ସର୍ବଦା ସବୁକୁ ଅନୁମତି ଦିଅନ୍ତୁ"
"ଫଟୋ ଏବଂ ଭିଡିଓଗୁଡ଼ିକୁ ଚୟନ କରନ୍ତୁ"
"ଅଧିକ ଚୟନ କରନ୍ତୁ"
"ଅଧିକ ଚୟନ କରନ୍ତୁ ନାହିଁ"
"ଯେ କୌଣସି ମତେ ଅନୁମତି ଦିଅ ନାହିଁ"
"ଖାରଜ କରନ୍ତୁ"
"%2$s ରୁ %1$s"
"<b>%1$s</b>କୁ %2$s ପାଇଁ ଅନୁମତି ଦେବେ କି?"
"<b>%1$s</b> ସବୁବେଳେ %2$sକୁ ଅନୁମତି ଦେବେ?"
"କେବଳ ଆପ୍ ବ୍ୟବହାର ସମୟରେ"
"ସର୍ବଦା"
"ଅନୁମତି ଦିଅନ୍ତୁ ନାହିଁ ଏବଂ ପୁଣି ପଚାରନ୍ତୁ ନାହିଁ"
"%1$d ଅନୁମତି ଅକ୍ଷମ କରାଯାଇଛି"
"ସମସ୍ତ ଅନୁମତି ଅକ୍ଷମ କରାଯାଇଛି"
"କୌଣସି ଅନୁମତି ଅକ୍ଷମ କରାଯାଇନାହିଁ"
"ଅନୁମତି ଦିଅନ୍ତୁ"
"ସବୁବେଳେ ଅନୁମତି ଦିଅନ୍ତୁ"
"ଆପ୍ ବ୍ୟବହାର କରିବା ସମୟରେ"
"ସଠିକ୍ ଲୋକେସନକୁ ପରିବର୍ତ୍ତନ କରନ୍ତୁ"
"ଆନୁମାନିକ ଲୋକେସନ୍ ରଖନ୍ତୁ"
"କେବଳ ଏହି ସମୟ ପାଇଁ"
"ସର୍ବଦା ଅନୁମତି ଦିଅନ୍ତୁ"
"ସମସ୍ତ ଫାଇଲର ପରିଚାଳନା ପାଇଁ ଅନୁମତି ଦିଅନ୍ତୁ"
"ମିଡିଆ ଫାଇଲଗୁଡ଼ିକୁ ଆକ୍ସେସ୍ ଅନୁମତି ଦିଅନ୍ତୁ"
"ଆପ୍ସ"
"ଆପ ଅନୁମତିଗୁଡ଼ିକ"
"ଅବ୍ୟବହୃତ ଆପ୍ସ"
"କୌଣସି ଅବ୍ୟବହୃତ ଆପ୍ ନାହିଁ"
"0ଟି ଅବ୍ୟବହୃତ ଆପ୍"
"ବର୍ତ୍ତମାନର ଅନୁମତି ନିଷ୍ପତ୍ତି"
"ବର୍ତ୍ତମାନର ସମସ୍ତ ଅନୁମତି ନିଷ୍ପତ୍ତି ଦେଖନ୍ତୁ"
"ବର୍ତ୍ତମାନର କୌଣସି ଅନୁମତି ନିଷ୍ପତ୍ତି ନାହିଁ"
"କ୍ୟାଲେଣ୍ଡର, କଲ ଲଗ ଏବଂ ଆହୁରି ଅନେକ କିଛି ପାଇଁ ଡାଟା ଆକ୍ସେସ ପରିଚାଳନା କରନ୍ତୁ"
"ଆପଣ %2$sକୁ %1$s ଆକ୍ସେସ ଦେଇଛନ୍ତି"
"ଆପଣ %2$sକୁ %1$s ଆକ୍ସେସ ଅଗ୍ରାହ୍ୟ କରିଛନ୍ତି"
"{count,plural, =0{ଆଜି}=1{1 ଦିନ ପୂର୍ବେ}other{# ଦିନ ପୂର୍ବେ}}"
"ଆପ୍ ଅକ୍ଷମ କରନ୍ତୁ"
"ଯଦି ଆପଣ ଏହି ଆପକୁ ଅକ୍ଷମ କରିବେ, ତେବେ Android ଓ ଅନ୍ୟ ଆପଗୁଡ଼ିକ ଆଉ ଆଶାନୁରୂପେ କାର୍ଯ୍ୟ କରିନପାରେ। ମନେରଖନ୍ତୁ ଯେ, ଏହି ଆପ୍ ଆପଣଙ୍କ ଡିଭାଇସରେ ପୂର୍ବରୁ-ଇନଷ୍ଟଲ୍ କରାଯାଇଥିବା ଯୋଗୁଁ ଆପଣ ଏହାକୁ ଡିଲିଟ୍ କରିପାରିବେ ନାହିଁ। ଅକ୍ଷମ କରି, ଆପଣ ଏହି ଆପକୁ ବନ୍ଦ କରିଦିଅନ୍ତି ଏବଂ ଆପଣଙ୍କ ଡିଭାଇସରେ ଲୁଚାଇଦିଅନ୍ତି।"
"ଅନୁମତି ପରିଚାଳକ"
"ପୁଣି ପଚାରନ୍ତୁ ନାହିଁ"
"କୌଣସି ଅନୁମତିଗୁଡ଼ିକ ନାହିଁ"
"ଅତିରିକ୍ତ ଅନୁମତି"
"ଆପ୍ର ସୂଚନା ଖୋଲନ୍ତୁ"
"{count,plural, =1{#ଟି ଅଧିକ}other{#ଟି ଅଧିକ}}"
"ଏହି ଆପ୍ Androidର ଏକ ପୁରୁଣା ସଂସ୍କରଣ ପାଇଁ ଡିଜାଇନ୍ କରାଯାଇଥିଲା। ଅନୁମତି ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ଏହା ଠିକ୍ ଭାବେ ଆଉ କାମ ନକରିପାରେ।"
"ଏହି ଆପକୁ Androidର ଏକ ପୁରୁଣା ସଂସ୍କରଣ ପାଇଁ ଡିଜାଇନ କରାଯାଇଛି। ଯଦି ଆପଣ ଏହି ଅନୁମତି ଦିଅନ୍ତି, ତେବେ ସମସ୍ତ ଷ୍ଟୋରେଜକୁ (ଫଟୋ, ଭିଡିଓ, ମ୍ୟୁଜିକ, ଅଡିଓ ଏବଂ ଅନ୍ୟ ଫାଇଲଗୁଡ଼ିକୁ ଅନ୍ତର୍ଭୁକ୍ତ କରି) ଆକ୍ସେସ ପାଇଁ ଅନୁମତି ଦିଆଯିବ।"
"ଏହି ଆପକୁ Androidର ଏକ ପୁରୁଣା ସଂସ୍କରଣ ପାଇଁ ଡିଜାଇନ କରାଯାଇଛି। ଯଦି ଆପଣ ଏହି ଅନୁମତିକୁ ଅଗ୍ରାହ୍ୟ କରନ୍ତି, ତେବେ ସମସ୍ତ ଷ୍ଟୋରେଜକୁ (ଫଟୋ, ଭିଡିଓ, ମ୍ୟୁଜିକ, ଅଡିଓ ଏବଂ ଅନ୍ୟ ଫାଇଲଗୁଡ଼ିକୁ ଅନ୍ତର୍ଭୁକ୍ତ କରି) ଆକ୍ସେସ ଅଗ୍ରାହ୍ୟ କରାଯିବ।"
"ଏହା ଏକ ଅଜଣା କାର୍ଯ୍ୟ ସମ୍ପାଦନ କରିଥାଏ"
"%2$dଆପ୍ସରୁ %1$dକୁ ଅନୁମତି ଦିଆଯାଇଛି"
"%1$d/%2$dଟି ଆପକୁ ଅନୁମତି ଦିଆଯାଇଛି"
"ସିଷ୍ଟମ୍ ଦେଖାନ୍ତୁ"
"ସିଷ୍ଟମ୍କୁ ଲୁଚାନ୍ତୁ"
"ଗତ 7 ଦିନର ଅନୁମତି ବ୍ୟବହାରର ସୂଚନା ଦେଖାନ୍ତୁ"
"ଗତ 24 ଘଣ୍ଟାର ଅନୁମତି ବ୍ୟବହାରର ସୂଚନା ଦେଖାନ୍ତୁ"
"ଅନୁମତି ପରିଚାଳନା କରନ୍ତୁ"
"କୌଣସି ଆପ୍ ନାହିଁ"
"ଲୋକେସନ୍ ସେଟିଂସ୍"
"ଏହି ଡିଭାଇସ୍ ପାଇଁ %1$s ଲୋକେସନ୍ ସେବା ପ୍ରଦାନ କରେ। ଲୋକେସନ୍ ସେଟିଂସ୍ରୁ ଲୋକେସନ୍ ଆକ୍ସେସ୍ ବଦଳାଯାଇପାରିବ।"
"ଏହି ଅନୁମତିକୁ ଯଦି ଆପଣ ପ୍ରତ୍ୟାଖ୍ୟାନ କରନ୍ତି, ଆପଣଙ୍କ ଡିଭାଇସ୍ର ସାଧାରଣ ସୁବିଧାଗୁଡ଼ିକ ଆଉ କାର୍ଯ୍ୟ ନକରିପାରେ।"
"ଏହି ଆପକୁ Androidର ଏକ ପୁରୁଣା ସଂସ୍କରଣ ପାଇଁ ଡିଜାଇନ କରାଯାଇଛି। ଯଦି ଆପଣ ଫଟୋ ଓ ଭିଡିଓଗୁଡ଼ିକୁ ଆକ୍ସେସ କରିବା ପାଇଁ ଏହି ଆପକୁ ଅଗ୍ରାହ୍ୟ କରନ୍ତି, ତେବେ ମ୍ୟୁଜିକ ଏବଂ ଅନ୍ୟ ଅଡିଓକୁ ଆକ୍ସେସ ମଧ୍ୟ ଅଗ୍ରାହ୍ୟ କରାଯିବ।"
"ଏହି ଆପକୁ Androidର ଏକ ପୁରୁଣା ସଂସ୍କରଣ ପାଇଁ ଡିଜାଇନ କରାଯାଇଛି। ଯଦି ଆପଣ ମ୍ୟୁଜିକ ଏବଂ ଅନ୍ୟ ଅଡିଓକୁ ଆକ୍ସେସ କରିବା ପାଇଁ ଏହି ଆପକୁ ଅଗ୍ରାହ୍ୟ କରନ୍ତି, ତେବେ ଫଟୋ ଓ ଭିଡିଓଗୁଡ଼ିକୁ ମଧ୍ୟ ଅଗ୍ରାହ୍ୟ କରାଯିବ।"
"ଯଦି ଆପଣ ଏହି ଅନୁମତି ଦେବାକୁ ଅଗ୍ରାହ୍ୟ କରନ୍ତି, ତେବେ ଏହି ଆପ୍ ଦ୍ୱାରା ପରିଚାଳିତ ଆପଣଙ୍କ ଡିଭାଇସର କିଛି ଫିଚର୍ ଆଉ ଆଶାନୁରୂପେ କାର୍ଯ୍ୟ କରିନପାରେ।"
"ନିତୀଦ୍ୱାରା ଲାଗୁ କରାଯାଇଛି"
"ନିତୀ ଅନୁସାରେ ବ୍ୟାକ୍ଗ୍ରାଉଣ୍ଡ ଆକ୍ସେସ୍ ଅକ୍ଷମ କରାଯାଇଛି"
"ନିତୀ ଅନୁସାରେ ପୃଷ୍ଠପଟ ଆକ୍ସେସ୍ ସକ୍ଷମ କରାଯାଇଛି"
"ନିତୀ ଅନୁସାରେ ସମ୍ମୁଖଭାଗ ଆକ୍ସେସ୍ ସକ୍ଷମ କରାଯାଇଛି"
"ବ୍ୟବସ୍ଥାପକଙ୍କ ଦ୍ୱାରା ନିୟନ୍ତ୍ରିତ"
"ଆଡମିନଙ୍କ ଦ୍ୱାରା ପୃଷ୍ଠପଟ ଆକ୍ସେସ୍ ଅକ୍ଷମ କରାଯାଇଛି"
"ବ୍ୟବସ୍ଥାପକଙ୍କ ଦ୍ୱାରା ପୃଷ୍ଠଭୂମି ଆକ୍ସେସ୍ ସକ୍ଷମ କରାଯାଇଛି"
"ବ୍ୟବସ୍ଥାପକଙ୍କ ଦ୍ୱାରା ସମ୍ମୁଖଭାଗ ଆକ୍ସେସ୍ ସକ୍ଷମ କରାଯାଇଛି"
"ଡିଭାଇସ୍ ଚାଲିବାକୁ ଏହି ଅନୁମତି ଆବଶ୍ୟକ କରେ"
"ସର୍ବଦା ଅନୁମତି ଦିଅନ୍ତୁ"
"ଆପ ବ୍ୟବହାର ବେଳେ କେବଳ ଅନୁମତି ଦିଅନ୍ତୁ"
"ଅନୁମତି ଦିଅନ୍ତୁ ନାହିଁ"
"ଲୋଡ୍ ହେଉଛି…"
"ସମସ୍ତ ଅନୁମତିଗୁଡ଼ିକ"
"ଅନ୍ୟାନ୍ୟ ଆପ୍ ଦକ୍ଷତା"
"ଅନୁମତି ଅନୁରୋଧ"
"Android ୱିୟର୍"
"ୱିୟର୍ରେ ଇନଷ୍ଟଲ୍/ଅନଇନଷ୍ଟଲ୍ କାର୍ଯ୍ୟଗୁଡ଼ିକ ସମର୍ଥନ କରେନାହିଁ।"
"<b>%1$s</b> ଆକ୍ସେସ୍ କରିବା ପାଇଁ କେଉଁସବୁ ଅନୁମତି ଦିଆଯିବ, ତାହା ବାଛନ୍ତୁ"
"<b>%1$s</b> ଅପଡେଟ୍ କରାଯାଇଛି। ଏହି ଆପ୍ କେଉଁସବୁ ଆକ୍ସେସ୍ କରିପାରିବ, ତାହା ବାଛନ୍ତୁ।"
"ବାତିଲ କରନ୍ତୁ"
"ଜାରି ରଖନ୍ତୁ"
"ନୂଆ ଅନୁମତିଗୁଡ଼ିକ"
"ବର୍ତ୍ତମାନର ଅନୁମତିଗୁଡ଼ିକ"
"ଆପ୍ ପର୍ଯ୍ୟାୟଭୁକ୍ତ କରାଯାଉଛି…"
"ଅଜଣା"
"ଗୋପନୀୟତା ଡେସବୋର୍ଡ"
"କେଉଁ ଆପଗୁଡ଼ିକ ଏବେ ଅନୁମତିଗୁଡ଼ିକ ବ୍ୟବହାର କରିଛି ତାହା ଦେଖନ୍ତୁ"
"%1$s ବ୍ୟବହାର"
"ଅନ୍ୟ ଅନୁମତିଗୁଡ଼ିକୁ ଦେଖନ୍ତୁ"
"%1$s, %2$s"
"%1$s, %2$s ଏବଂ ଅଧିକ %3$sଟି"
"ଗତ 24 ଘଣ୍ଟାରେ ଯେତେବେଳେ ଆପଗୁଡ଼ିକ ଆପଣଙ୍କ %1$s ବ୍ୟବହାର କରିଥାଏ ତାହାର ଟାଇମଲାଇନ"
"ଗତ 7 ଦିନରେ ଯେତେବେଳେ ଆପଗୁଡ଼ିକ ଆପଣଙ୍କ %1$s ବ୍ୟବହାର କରିଥାଏ ତାହାର ଟାଇମଲାଇନ"
"ଏହି ଆପ୍ କେତେବେଳେ ଆପଣଙ୍କ %1$s ଅନୁମତି ବ୍ୟବହାର କରିଛି"
"ଅଧିକ ଜାଣନ୍ତୁ"
"%1$s ବିଷୟରେ ଅଧିକ ଜାଣନ୍ତୁ"
"ଆପଣଙ୍କ %1$sକୁ ଆପ ଆକ୍ସେସ ନିୟନ୍ତ୍ରଣ କରନ୍ତୁ"
"%1$s • %2$s"
"%1$s • %2$s"
"%1$s • %2$s • %3$s"
"{count,plural, =1{# ଦିନ}other{# ଦିନ}}"
"{count,plural, =1{# ଘଣ୍ଟା}other{# ଘଣ୍ଟା}}"
"{count,plural, =1{# ମିନିଟ}other{# ମିନିଟ}}"
"{count,plural, =1{# ସେକେଣ୍ଡ}other{# ସେକେଣ୍ଡ}}"
"ଯେକୌଣସି ଅନୁମତି"
"ଯେକୌଣସି ସମୟରେ"
"{count,plural, =1{ଗତ # ଦିନ}other{ଗତ # ଦିନ}}"
"{count,plural, =1{ଗତ # ଘଣ୍ଟା}other{ଗତ # ଘଣ୍ଟା}}"
"{count,plural, =1{ଗତ # ମିନିଟ}other{ଗତ # ମିନିଟ}}"
"ବ୍ୟବହାର ପାଇଁ କୌଣସି ଅନୁମତି ନାହିଁ"
"ଯେକୌଣସି ସମୟରେ କରାଯାଇଥିବା ସମ୍ପ୍ରତ୍ତି ଆକ୍ସେସ୍"
"ଗତ 7 ଦିନରେ ଅତି ସମ୍ପ୍ରତ୍ତି ହୋଇଥିବା ଆକ୍ସେସ୍"
"ଗତ 24 ଘଣ୍ଟାରେ କରାଯାଇଥିବା ଏବେର ଆକ୍ସେସ୍"
"ଗତ 1 ଘଣ୍ଟାରେ କରାଯାଇଥିବା ଅତି ସମ୍ପ୍ରତ୍ତି ଆକ୍ସେସ୍"
"ଗତ 15 ମିନିଟ୍ରେ କରାଯାଇଥିବା ଅତି ସମ୍ପ୍ରତ୍ତି ଆକ୍ସେସ୍"
"ଗତ 1 ମିନିଟ୍ରେ ହୋଇଥିବା ଅତି ସମ୍ପ୍ରତ୍ତି ଆକ୍ସେସ୍"
"ଯେକୌଣସି ସମୟରେ ଅନୁମତିର ବ୍ୟବହାର ହେବ"
"ଗତ 7 ଦିନରେ ବ୍ୟବହୃତ ହୋଇଥିବା ଅନୁମତି"
"ଗତ 24 ଘଣ୍ଟାରେ ବ୍ୟବହୃତ ହୋଇଥିବା ଅନୁମତି"
"ଗତ 1 ଘଣ୍ଟାରେ ବ୍ୟବହୃତ ଅନୁମତି"
"ଗତ 15 ମିନିଟ୍ରେ ବ୍ୟବହୃତ ହୋଇଥିବା ଅନୁମତି"
"ଗତ 1 ମିନିଟ୍ରେ ବ୍ୟବହୃତ ହୋଇଥିବା ଅନୁମତି"
"{count,plural, =1{ଗତ # ଦିନରେ ବ୍ୟବହାର କରାଯାଇନାହିଁ}other{ଗତ # ଦିନରେ ବ୍ୟବହାର କରାଯାଇନାହିଁ}}"
"{count,plural, =1{ଗତ # ଘଣ୍ଟାରେ ବ୍ୟବହାର କରାଯାଇନାହିଁ}other{ଗତ # ଘଣ୍ଟାରେ ବ୍ୟବହାର କରାଯାଇନାହିଁ}}"
"{count,plural, =1{1ଟି ଆପ ଦ୍ୱାରା ବ୍ୟବହାର କରାଯାଇଛି}other{#ଟି ଆପ ଦ୍ୱାରା ବ୍ୟବହାର କରାଯାଇଛି}}"
"ଡ୍ୟାସ୍ବୋର୍ଡରେ ସବୁ ଦେଖନ୍ତୁ"
"%1$s ଦ୍ବାରା ଫିଲ୍ଟର୍ କରାଯାଇଛି"
"ଫିଲ୍ଟର୍କୁ କାଢ଼ିଦିଅନ୍ତୁ"
"ଏହି ଅନୁସାରେ ଫିଲ୍ଟର୍ କରନ୍ତୁ"
"ଅନୁମତି ଅନୁଯାୟୀ ଫିଲ୍ଟର୍ କରନ୍ତୁ"
"ସମୟ ଅନୁସାରେ ଫିଲ୍ଟର୍ କରନ୍ତୁ"
"ଅଧିକ ଅନୁମତିଗୁଡିକ"
"ସର୍ବାଧିକ ଆକ୍ସେସ୍ଗୁଡିକ"
"ସମ୍ପ୍ରତି"
"ଆପ୍ ବ୍ୟବହାର ଅନୁସାରେ ସଜାନ୍ତୁ"
"ସମୟ ଅନୁସାରେ ସଜାନ୍ତୁ"
", "
"ରିଫ୍ରେଶ୍ କରନ୍ତୁ"
"ଅନୁମତି ଇତିହାସ"
"ଆଜି"
"ଗତକାଲି"
"ଆପ୍ ଅନୁମତି ବ୍ୟବହାର"
"ଆକ୍ସେସ: %1$sଥର। ସମୁଦାୟ ଅବଧି: %2$s। ଗତ ଥର %3$s ପୂର୍ବେ ବ୍ୟବହୃତ ହୋଇଥିଲା।"
"ଆକ୍ସେସ: %1$sଥର। ଗତ ଥର %2$s ପୂର୍ବେ ବ୍ୟବହୃତ ହୋଇଥିଲା।"
"ଅନୁମତି ଦିଅନ୍ତୁ"
"ସମସ୍ତ ଫାଇଲର ପରିଚାଳନା ପାଇଁ ଅନୁମତି ଦିଅନ୍ତୁ"
"କେବଳ ମିଡିଆକୁ ଆକ୍ସେସ୍ ଅନୁମତି ଦିଅନ୍ତୁ"
"ସବୁ ସମୟ ପାଇଁ ଅନୁମତି ଦିଅନ୍ତୁ"
"ଆପ ବ୍ୟବହାର ବେଳେ କେବଳ ଅନୁମତି ଦିଅନ୍ତୁ"
"ସର୍ବଦା ସବୁକୁ ଅନୁମତି ଦିଅନ୍ତୁ"
"ପ୍ରତ୍ୟେକ ଥର ପଚାରନ୍ତୁ"
"ଅନୁମତି ଦିଅନ୍ତୁ ନାହିଁ"
"ସଠିକ୍ ଲୋକେସନ୍"
"ଆନୁମାନିକ ଲୋକେସନ୍"
"ସଠିକ୍ ଲୋକେସନ୍ ବ୍ୟବହାର କରନ୍ତୁ"
"ଯେତେବେଳେ ସଠିକ୍ ଲୋକେସନ୍ ବନ୍ଦ ଥାଏ, ସେତେବେଳେ ଆପଗୁଡ଼ିକ ଆପଣଙ୍କ ଆନୁମାନିକ ଲୋକେସନକୁ ଆକ୍ସେସ୍ କରିପାରିବ"
"%1$s ଅନୁମତି"
"ଏହି ଆପ ପାଇଁ %1$sର ଆକ୍ସେସ"
"ସମସ୍ତ %1$s ଅନୁମତି ଦେଖନ୍ତୁ"
"ଏହି ଅନୁମତି ଥିବା ସମସ୍ତ ଆପ୍ସ ଦେଖନ୍ତୁ"
"Assistant ମାଇକ୍ରୋଫୋନ୍ ବ୍ୟବହାର ଦେଖାନ୍ତୁ"
"ଅବ୍ୟବହୃତ ଆପ ସେଟିଂସ"
"ଯଦି ଆପ୍ ବ୍ୟବହାର କରାଯାଇନାହିଁ, ତେବେ ଅନୁମତିଗୁଡ଼ିକୁ କାଢ଼ି ଦିଅନ୍ତୁ"
"ଅନୁମତିଗୁଡ଼ିକୁ କାଢ଼ି ସ୍ପେସ୍ ଖାଲି କରନ୍ତୁ"
"ବ୍ୟବହାର ହେଉନଥିଲେ ଆପ କାର୍ଯ୍ୟକଳାପ ବିରତ କରନ୍ତୁ"
"ଅନୁମତିଗୁଡ଼ିକୁ କାଢ଼ି ଦିଅନ୍ତୁ, ଅସ୍ଥାୟୀ ଫାଇଲଗୁଡ଼ିକୁ ଡିଲିଟ କରନ୍ତୁ ଏବଂ ବିଜ୍ଞପ୍ତିଗୁଡ଼ିକୁ ବନ୍ଦ କରନ୍ତୁ"
"ଯଦି ଏହି ଆପକୁ କିଛି ମାସ ପାଇଁ ବ୍ୟବହାର କରାଯାଇନାହିଁ, ତେବେ ଆପଣଙ୍କ ଡାଟାର ସୁରକ୍ଷା ନିମନ୍ତେ ଏହାର ଅନୁମତିଗୁଡ଼ିକୁ କାଢ଼ି ଦିଆଯିବ।"
"ଯଦି ଏହି ଆପକୁ କିଛି ମାସ ପାଇଁ ବ୍ୟବହାର କରାଯାଇନାହିଁ ତେବେ ଆପଣଙ୍କ ଡାଟାର ସୁରକ୍ଷା ନିମନ୍ତେ, ନିମ୍ନୋକ୍ତ ଅନୁମତିଗୁଡ଼ିକୁ କାଢ଼ି ଦିଆଯିବ: %1$s"
"ଆପଣଙ୍କ ଡାଟାର ସୁରକ୍ଷା ପାଇଁ, ଆପଣ କିଛି ମାସ ହେଲା ବ୍ୟବହାର କରିନଥିବା ଆପଗୁଡ଼ିକରୁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଇଛି।"
"ଯଦି ଆପଣ ପୁଣି ଅନୁମତିଗୁଡ଼ିକ ଦେବାକୁ ଚାହୁଁଛନ୍ତି, ତେବେ ଆପ୍ ଖୋଲନ୍ତୁ।"
"ଏହି ଆପ୍ ପାଇଁ ’ସ୍ୱଚାଳିତ ଭାବେ କାଢ଼ିବା’ ସୁବିଧା ବର୍ତ୍ତମାନ ଅକ୍ଷମ ଅଛି।"
"କୌଣସି ସ୍ୱତଃ ପ୍ରତ୍ୟାହାର କରି ହେଉଥିବା ଅନୁମତିକୁ ବର୍ତ୍ତମାନ ଅନୁମୋଦନ ଦିଆଯାଇନାହିଁ"
"%1$s ଅନୁମତିକୁ କାଢ଼ି ଦିଆଯିବ।"
"%1$s ଏବଂ %2$s ଅନୁମତିଗୁଡ଼ିକୁ କାଢ଼ି ଦିଆଯିବ।"
"ଅନୁମତିଗୁଡ଼ିକୁ କାଢ଼ି ଦିଆଯିବ: %1$s।"
"ଅନୁମତିଗୁଡ଼ିକୁ ସ୍ୱଚାଳିତ ଭାବେ ପରିଚାଳନା କର"
"%s ଅନୁମତିକୁ କାଢ଼ି ଦିଆଯାଇଛି"
"%1$s ଏବଂ %2$s ଅନୁମତିକୁ କାଢ଼ି ଦିଆଯାଇଛି"
"%1$s ଏବଂ ଅନ୍ୟ %2$sଟି ଅନୁମତି କାଢ଼ି ଦିଆଯାଇଛି"
"ଅବ୍ୟବହୃତ ଆପ୍ସ"
"ଯଦି ଏକ ଆପ୍ କିଛି ମାସ ପାଇଁ ଅବ୍ୟବହୃତ ଅଛି, ତେବେ:\n\n• ଆପଣଙ୍କ ଡାଟାକୁ ସୁରକ୍ଷା ଦେବା ପାଇଁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଏ\n• ବ୍ୟାଟେରୀ ସେଭ୍ କରିବାକୁ ବିଜ୍ଞପ୍ତିଗୁଡ଼ିକୁ ବନ୍ଦ କରାଯାଏ\n• ସ୍ପେସ୍ ଖାଲି କରିବା ପାଇଁ ଅସ୍ଥାୟୀ ଫାଇଲଗୁଡ଼ିକୁ କାଢ଼ି ଦିଆଯାଏ\n\nଅନୁମତି ଏବଂ ବିଜ୍ଞପ୍ତିଗୁଡ଼ିକୁ ପୁଣି ଅନୁମତି ଦେବା ପାଇଁ, ଆପ୍ ଖୋଲନ୍ତୁ।"
"ଯଦି କୌଣସି ଆପକୁ ଏକ ମାସ ପାଇଁ ବ୍ୟବହାର କରାଯାଇନାହିଁ, ତେବେ:\n\n• ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଏ\n• ସ୍ପେସ ଖାଲି କରିବା ପାଇଁ ଅସ୍ଥାୟୀ ଫାଇଲଗୁଡ଼ିକୁ କାଢ଼ି ଦିଆଯାଏ\n\nପୁଣି ଅନୁମତିଗୁଡ଼ିକ ଦେବା ପାଇଁ, ଆପକୁ ଖୋଲନ୍ତୁ।"
"{count,plural, =1{# ମାସରୁ ଅଧିକ ସମୟ ପୂର୍ବେ ଖୋଲାଯାଇଥିଲା}other{# ମାସରୁ ଅଧିକ ସମୟ ପୂର୍ବେ ଖୋଲାଯାଇଥିଲା}}"
"ଗତ ଥର %sରେ ଆପକୁ ଖୋଲାଯାଇଥିଲା"
"ଗତ ଥର %sରେ ଖୋଲାଯାଇଥିଲା"
"ଯଦି ଆପଣ ସମସ୍ତ ଫାଇଲର ପରିଚାଳନାକୁ ଅନୁମତି ଦିଅନ୍ତି, ତେବେ ଏହି ଆପ୍ ଏ ଡିଭାଇସ୍ କିମ୍ବା ସଂଯୋଗ ହୋଇଥିବା ଷ୍ଟୋରେଜ୍ ଡିଭାଇସର ସାଧାରଣ ଷ୍ଟୋରେଜରେ ଥିବା ଯେ କୌଣସି ଫାଇଲକୁ ଆକ୍ସେସ୍, ପରିବର୍ତ୍ତନ ଏବଂ ଡିଲିଟ୍ କରିପାରିବ। ଆପଟି ଆପଣଙ୍କୁ ନ ପଚାରି ଫାଇଲଗୁଡ଼ିକୁ ଆକ୍ସେସ୍ କରିପାରେ।"
"ଏହି ଆପକୁ ଏ ଡିଭାଇସରେ କିମ୍ବା ଯେ କୌଣସି ସଂଯୋଗ ହୋଇଥିବା ଷ୍ଟୋରେଜ୍ ଡିଭାଇସଗୁଡ଼ିକରେ ଥିବା ଫାଇଲଗୁଡ଼ିକୁ ଆକ୍ସେସ୍, ପରିବର୍ତ୍ତନ ଏବଂ ଡିଲିଟ୍ କରିବାକୁ ଅନୁମତି ଦେବେ କି? ଏହି ଆପ୍ ଆପଣଙ୍କୁ ନ ପଚାରି ଫାଇଲଗୁଡ଼ିକୁ ଆକ୍ସେସ୍ କରିପାରେ।"
"ଏହି ଅନୁମତି ଥିବା ଆପ୍ସ ଏହା କରିପାରିବ %1$s"
"ଏହି ଅନୁମତି ସହିତ ଆପଗୁଡ଼ିକ, ଚାଲିବା, ବାଇକ୍ ଚଲାଇବା, ଡ୍ରାଇଭିଂ, ଷ୍ଟେପ୍ ଗଣନା ଏବଂ ଆହୁରି ଅନେକ କିଛି ପରି ଆପଣଙ୍କ ଶାରୀରିକ କାର୍ଯ୍ୟକଳାପକୁ ଆକ୍ସେସ୍ କରିପାରିବ"
"ଏହି ଅନୁମତି ଥିବା ଆପ୍ସ ଆପଣଙ୍କର କ୍ୟାଲେଣ୍ଡର୍ ଆକ୍ସେସ୍ କରିପାରିବ"
"ଏହି ଅନୁମତି ଥିବା ଆପ୍ଗୁଡ଼ିକ ଫୋନ୍ କଲ୍ ଲଗ୍ ପଢ଼ିପାରିବେ ଏବଂ ଲେଖିପାରିବେ"
"ଏହି ଅନୁମତି ଥିବା ଆପ୍ସ ଛବି ନେଇପାରିବେ ଏବଂ ଭିଡିଓ ରେକର୍ଡ କରିପାରିବେ"
"ଏହି ଅନୁମତି ଥିବା ଆପ୍ସ ଆପଣଙ୍କର ଯୋଗାଯୋଗଗୁଡ଼ିକୁ ଆକ୍ସେସ୍ କରିପାରିବ"
"ଏହି ଅନୁମତି ଥିବା ଆପ୍ସ ଏହି ଡିଭାଇସ୍ର ଲୋକେସନ୍ ଆକ୍ସେସ୍ କରିପାରିବ"
"ଏହି ଅନୁମତି ଥିବା ଆପଗୁଡ଼ିକ ଆଖପାଖର ଡିଭାଇସଗୁଡ଼ିକର ଆପେକ୍ଷିକ ଅବସ୍ଥିତିକୁ ଖୋଜିପାରିବ, ସଂଯୋଗ ଏବଂ ନିର୍ଦ୍ଧାରଣ କରିପାରିବ"
"ଏହି ଅନୁମତି ଥିବା ଆପ୍ସ ଅଡିଓ ରେକର୍ଡ କରିପାରିବ"
"ଏହି ଅନୁମତି ଥିବା ଆପ୍ସ ଫୋନ୍ କଲ୍ କରିପାରେ ଏବଂ ପରିଚାଳନା କରିପାରେ"
"ଏହି ଅନୁମତି ଥିବା ଆପ୍ଗୁଡ଼ିକ ଆପଣଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିବା ସେନ୍ସର୍ ଡାଟା ଆକ୍ସେସ୍ କରିପାରିବ"
"ଏହି ଅନୁମତି ଥିବା ଆପ୍ସ SMS ମେସେଜ୍ଗୁଡ଼ିକୁ ପଠାଇପାରିବ ଏବଂ ଦେଖିପାରିବ"
"ଏହି ଅନୁମତି ଥିବା ଆପ୍ସ ଆପଣଙ୍କର ଡିଭାଇସ୍ର ଫଟୋ, ମିଡିଆ, ଏବଂ ଫାଇଲ୍ଗୁଡ଼ିକୁ ଆକ୍ସେସ୍ କରିପାରେ"
"ଏହି ଅନୁମତି ଥିବା ଆପଗୁଡ଼ିକ ଏହି ଡିଭାଇସରେ ମ୍ୟୁଜିକ ଏବଂ ଅନ୍ୟ ଅଡିଓ ଫାଇଲଗୁଡ଼ିକୁ ଆକ୍ସେସ କରିପାରିବ"
"ଏହି ଡିଭାଇସରେ ଫଟୋ ଏବଂ ଭିଡିଓଗୁଡ଼ିକୁ ଏହି ଅନୁମତି ଥିବା ଆପ୍ସ ଆକ୍ସେସ କରିପାରିବ"
"ଗତଥର ଆକ୍ସେସ୍ କରାଯାଇଛି: %1$s"
"ବର୍ତ୍ତମାନ ପ୍ରତ୍ୟାଖ୍ୟାନ କରାଗଲା / ଶେଷ ଥର ଆକ୍ସେସ୍: %1$s"
"କେବେବି ଆକ୍ସେସ୍ ହୋଇନାହିଁ"
"ପ୍ରତ୍ୟାଖ୍ୟାନ କରାଯାଇଛି / କେବେବି ଆକ୍ସେସ୍ ହୋଇନାହିଁ"
"ଅନୁମତି ଦିଆଯାଇଛି"
"ସର୍ବଦା ଅନୁମତି ଦିଆଯାଇଥିବା ଆପ୍ସ"
"କେବଳ ବ୍ୟବହାର ବେଳେ ଅନୁମତି ଦିଆଯାଇଛି"
"କେବଳ ମିଡିଆକୁ ଆକ୍ସେସ୍ ଅନୁମତି ଦିଆଯାଇଛି"
"ସମସ୍ତ ଫାଇଲ୍ ପରିଚାଳନା କରିବାକୁ ଅନୁମତି ଦିଆଯାଇଛି"
"ପ୍ରତ୍ୟେକ ଥର ପଚାରନ୍ତୁ"
"ଅନୁମତି ନାହିଁ"
"ସମସ୍ତ ଫାଇଲକୁ ଆକ୍ସେସ କରିପାରୁଥିବା ଅଧିକ ଆପ୍ସ ଦେଖନ୍ତୁ"
"{count,plural, =1{1 ଦିନ}other{# ଦିନ}}"
"{count,plural, =1{# ଘଣ୍ଟା}other{# ଘଣ୍ଟା}}"
"{count,plural, =1{# ମିନିଟ}other{# ମିନିଟ}}"
"{count,plural, =1{# ସେକେଣ୍ଡ}other{# ସେକେଣ୍ଡ}}"
"ଅନୁମତି ରିମାଇଣ୍ଡର୍"
"1ଟି ଅବ୍ୟବହୃତ ଆପ୍"
"%sଟି ଅବ୍ୟବହୃତ ଆପ୍"
"ଆପଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଇଛି। ସମୀକ୍ଷା କରିବାକୁ ଟାପ୍ କରନ୍ତୁ"
"ଅବ୍ୟବହୃତ ଆପଗୁଡ଼ିକ ପାଇଁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଇଛି"
"କିଛି ଆପକୁ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ। ସମୀକ୍ଷା କରିବାକୁ ଟାପ୍ କରନ୍ତୁ।"
"{count,plural, =1{#ଟି ଅବ୍ୟବହୃତ ଆପ}other{#ଟି ଅବ୍ୟବହୃତ ଆପ}}"
"ଅନୁମତି ଓ ଅସ୍ଥାୟୀ ଫାଇଲଗୁଡ଼ିକୁ କାଢ଼ି ଦିଆଯାଇଛି ଏବଂ ବିଜ୍ଞପ୍ତିଗୁଡ଼ିକ ବନ୍ଦ କରାଯାଇଛି। ସମୀକ୍ଷା କରିବାକୁ ଟାପ୍ କରନ୍ତୁ।"
"ଅନୁମତି କାଢ଼ି ଦିଆଯାଇଥିବା ଆପ୍ସର ସମୀକ୍ଷା କରନ୍ତୁ"
"ଆପଣ କିଛି ସମୟ ଧରି ବ୍ୟବହାର କରିନଥିବା ଆପ୍ସ ପାଇଁ, ଅନୁମତି ଓ ଅସ୍ଥାୟୀ ଫାଇଲଗୁଡ଼ିକ କାଢ଼ି ଦିଆଯାଇଛି ଏବଂ ବିଜ୍ଞପ୍ତିଗୁଡ଼ିକୁ ବନ୍ଦ କରାଯାଇଛି।"
"ଆପ୍ସର ସମୀକ୍ଷା କରନ୍ତୁ"
"ବର୍ତ୍ତମାନର ଅନୁମତିଗୁଡ଼ିକୁ ଦେଖନ୍ତୁ"
"ଡ୍ରାଇଭ କରିବା ସମୟରେ ଆପଣ %1$sକୁ %2$s ଆକ୍ସେସ ଦେଇଛନ୍ତି"
"ଡ୍ରାଇଭ କରିବା ସମୟରେ ଆପଣ %1$sକୁ %2$s ଓ %3$s ଆକ୍ସେସ ଦେଇଛନ୍ତି"
"ଡ୍ରାଇଭ କରିବା ସମୟରେ ଆପଣ %2$sକୁ %1$dଟି ଅନୁମତି ଦେଇଛନ୍ତି"
"{count,plural, =1{ଡ୍ରାଇଭ କରିବା ସମୟରେ ଆପଣ %1$s ଓ #ଟି ଅନ୍ୟ ଆପକୁ ଆକ୍ସେସ ଦେଇଛନ୍ତି}other{ଡ୍ରାଇଭ କରିବା ସମୟରେ ଆପଣ %1$s ଓ #ଟି ଅନ୍ୟ ଆପକୁ ଆକ୍ସେସ ଦେଇଛନ୍ତି}}"
"ସେଟିଂସକୁ ଯାଆନ୍ତୁ"
"କିଛି ଆପକୁ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ"
"କାଢ଼ି ଦିଆଯାଇଥିବା ଅନୁମତିଗୁଡ଼ିକ"
"ଅନୁମତିଗୁଡ଼ିକୁ କାଢ଼ି ଦିଆଯାଇଛି"
"ସମସ୍ତ ଅବ୍ୟବହୃତ ଆପ୍"
"%1$d ମାସ ପୂର୍ବେ"
"ଆପଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଇଛି"
"%s ପୃଷ୍ଠପଟରେ ଆପଣଙ୍କ ଲୋକେସନ୍ ପାଇଛି"
"ଏହି ଆପ୍ ସବୁବେଳେ ଆପଣଙ୍କ ଲୋକେସନ୍ ଆକ୍ସେସ୍ କରିପାରିବ। ବଦଳାଇବା ପାଇଁ ଟାପ୍ କରନ୍ତୁ"
"ଆପଣଙ୍କ ବିଜ୍ଞପ୍ତିଗୁଡ଼ିକୁ ଆକ୍ସେସ ଥିବା ଆପର ସମୀକ୍ଷା କରନ୍ତୁ"
"%s ଆପଣଙ୍କ ବିଜ୍ଞପ୍ତିଗୁଡ଼ିକରେ ଥିବା ବିଷୟବସ୍ତୁକୁ ଖାରଜ କରିପାରିବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଏବଂ ଆକ୍ସେସ କରିପାରିବ"
"ଏହି ଆପ ଆପଣଙ୍କ ବିଜ୍ଞପ୍ତିଗୁଡ଼ିକରେ ଥିବା ବିଷୟବସ୍ତୁକୁ ଖାରଜ କରିପାରିବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଏବଂ ଆକ୍ସେସ କରିପାରିବ। କିଛି ଆପ୍ସ ଆଶାନୁରୂପେ କାର୍ଯ୍ୟ କରିବାକୁ ଏହି ଆକ୍ସେସ ଆବଶ୍ୟକ କରେ।"
"ଆକ୍ସେସ କାଢ଼ି ଦିଅନ୍ତୁ"
"ଅଧିକ ବିକଳ୍ପ ଦେଖନ୍ତୁ"
"ଆକ୍ସେସ କାଢ଼ି ଦିଆଯାଇଛି"
"ସମ୍ପୂର୍ଣ୍ଣ ଡିଭାଇସ ଆକ୍ସେସ ଥିବା ଆପର ସମୀକ୍ଷା କରନ୍ତୁ"
"%s ଆପଣଙ୍କ ସ୍କ୍ରିନକୁ ଦେଖିପାରିବ ଏବଂ ଆପଣଙ୍କ ଡିଭାଇସରେ କାର୍ଯ୍ୟଗୁଡ଼ିକୁ କରିପାରିବ। ଆକ୍ସେସିବିଲିଟୀ ଆପ୍ସ ଆଶାନୁରୂପେ କାର୍ଯ୍ୟ କରିବାକୁ ଏହି ପ୍ରକାରର ଆକ୍ସେସ ଆବଶ୍ୟକ କରେ।"
"ଏହି ଆପ ଆପଣଙ୍କ ସ୍କ୍ରିନକୁ ଦେଖିପାରିବ ଏବଂ ଆପଣଙ୍କ ଡିଭାଇସରେ କାର୍ଯ୍ୟଗୁଡ଼ିକୁ କରିପାରିବ। ଆକ୍ସେସିବିଲିଟୀ ଆପ୍ସ ଆଶାନୁରୂପେ କାର୍ଯ୍ୟ କରିବାକୁ ଏହି ପ୍ରକାରର ଆକ୍ସେସ ଆବଶ୍ୟକ କରେ, କିନ୍ତୁ ଆପକୁ ଯାଞ୍ଚ କରି ଆପଣ ଏହାକୁ ବିଶ୍ୱାସ କରନ୍ତି ବୋଲି ସୁନିଶ୍ଚିତ କରନ୍ତୁ।"
"ଆକ୍ସେସ କାଢ଼ି ଦିଅନ୍ତୁ"
"ସମ୍ପୂର୍ଣ୍ଣ ଆକ୍ସେସ ଥିବା ଆପ୍ସକୁ ଦେଖନ୍ତୁ"
"ଆକ୍ସେସ କାଢ଼ି ଦିଆଯାଇଛି"
"Android ସିଷ୍ଟମ"
"ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଆପ୍ ଅନୁମତିଗୁଡ଼ିକ କାଢ଼ି ଦିଆଯାଇଛି"
"%sକୁ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ। ସମୀକ୍ଷା କରିବାକୁ ଟାପ୍ କରନ୍ତୁ।"
"%s ଏବଂ ଅନ୍ୟ 1ଟି ଆପ୍ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ। ସମୀକ୍ଷା କରିବାକୁ ଟାପ୍ କରନ୍ତୁ।"
"%1$s ଏବଂ ଅନ୍ୟ %2$sଟି ଆପ୍ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ। ସମୀକ୍ଷା କରିବାକୁ ଟାପ୍ କରନ୍ତୁ।"
"1ଟି ଆପ୍ ବ୍ୟବହାର କରାଯାଇନାହିଁ"
"%sଟି ଆପ୍ ବ୍ୟବହାର କରାଯାଇନାହିଁ"
"ଆପଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଅନୁମତିଗୁଡ଼ିକୁ କାଢ଼ି ଦିଆଯିବ। ସମୀକ୍ଷା କରିବାକୁ ଟାପ୍ କରନ୍ତୁ।"
"ଅବ୍ୟବହୃତ ଆପ୍ସ"
"ଏଥିରୁ ଅନୁମତିଗୁଡ଼ିକ କାଢ଼ି ଦିଆଯାଇଛି"
"ଏଥିରୁ ଅନୁମତିଗୁଡ଼ିକ କାଢ଼ି ଦିଆଯିବ"
"%1$s ଏବଂ %2$s"
"%1$s, %2$s ଏବଂ %3$sଟି ଅଧିକ"
"ଆପଣଙ୍କ ଡାଟାକୁ ସୁରକ୍ଷିତ କରିବାକୁ, ଆପଣ କିଛି ମାସ ହେଲା ବ୍ୟବହାର କରିନଥିବା ଆପଗୁଡ଼ିକରୁ ଅନୁମତିଗୁଡ଼ିକ କାଢ଼ି ଦିଆଯାଇଛି"
"ଆପଣଙ୍କ ଡାଟାକୁ ସୁରକ୍ଷିତ କରିବାକୁ, ଆପଣ କିଛି ମାସ ହେଲା ବ୍ୟବହାର କରିନଥିବା କିଛି ଆପରୁ ଅନୁମତିଗୁଡ଼ିକୁ କାଢ଼ି ଦିଆଯାଇଛି"
"1ଟି ଆପ୍ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ"
"%sଟି ଆପ୍ କିଛି ମାସ ହେଲା ବ୍ୟବହାର କରାଯାଇନାହିଁ"
"କେବଳ ଆପ୍ ବ୍ୟବହାରରେ ରହିଥିବା ବେଳେ"
"ମିଡିଆ"
"ସମସ୍ତ ଫାଇଲ୍"
"ସର୍ବଦା ଅନୁମତି ଦିଆଯାଇଛି"
"%1$sରେ ଗତଥର ଆକ୍ସେସ୍ କରାଯାଇଛି"
"ଗତକାଲି %1$sରେ ଗତଥର ଆକ୍ସେସ୍ କରାଯାଇଛି"
"%1$s %2$sରେ ଗତଥର ଆକ୍ସେସ କରାଯାଇଛି"
"ଗତ 24 ଘଣ୍ଟାରେ ଆକ୍ସେସ କରାଯାଇଛି"
"ଗତ 7 ଦିନରେ ଆକ୍ସେସ କରାଯାଇଛି"
"%1$sରେ ଗତଥର ଆକ୍ସେସ୍ କରାଯାଇଛି • ସର୍ବଦା ଅନୁମତି ଦିଆଯାଇଛି"
"ଗତକାଲି %1$sରେ ଗତଥର ଆକ୍ସେସ୍ କରାଯାଇଛି • ସର୍ବଦା ଅନୁମତି ଦିଆଯାଇଛି"
"%1$s %2$sରେ ଗତଥର ଆକ୍ସେସ କରାଯାଇଛି • ସର୍ବଦା ଅନୁମତି ଦିଆଯାଇଛି"
"ଗତ 24 ଘଣ୍ଟାରେ ଆକ୍ସେସ କରାଯାଇଛି • ସର୍ବଦା ଅନୁମତି ଦିଆଯାଇଛି"
"ଗତ 7 ଦିନରେ ଆକ୍ସେସ କରାଯାଇଛି • ସର୍ବଦା ଅନୁମତି ଦିଆଯାଇଛି"
"%1$sରେ ଗତଥର ଆକ୍ସେସ୍ କରାଯାଇଛି • ମିଡିଆ"
"ଗତକାଲି %1$sରେ ଗତଥର ଆକ୍ସେସ୍ କରାଯାଇଛି • ମିଡିଆ"
"%1$s %2$sରେ ଗତଥର ଆକ୍ସେସ କରାଯାଇଛି • ମିଡିଆ"
"ଗତ 24 ଘଣ୍ଟାରେ ଆକ୍ସେସ କରାଯାଇଛି • ମିଡିଆ"
"ଗତ 7 ଦିନରେ ଆକ୍ସେସ କରାଯାଇଛି • ମିଡିଆ"
"%1$sରେ ଗତଥର ଆକ୍ସେସ୍ କରାଯାଇଛି • ସମସ୍ତ ଫାଇଲ୍"
"ଗତକାଲି %1$sରେ ଗତଥର ଆକ୍ସେସ୍ କରାଯାଇଛି • ସମସ୍ତ ଫାଇଲ୍"
"%1$s %2$sରେ ଗତଥର ଆକ୍ସେସ କରାଯାଇଛି • ସମସ୍ତ ଫାଇଲ"
"ଗତ 24 ଘଣ୍ଟାରେ ଆକ୍ସେସ କରାଯାଇଛି • ସମସ୍ତ ଫାଇଲ"
"ଗତ 7 ଦିନରେ ଆକ୍ସେସ କରାଯାଇଛି • ସମସ୍ତ ଫାଇଲ"
"କୌଣସି ଅନୁମତି ଦିଆଯାଇ ନାହିଁ"
"କୌଣସି ଅନୁମତି ଅଗ୍ରାହ୍ୟ କରାଯାଇନାହିଁ"
"କୌଣସି ଆପ୍ସକୁ ଅନୁମତି ନାହିଁ"
"ସମସ୍ତ ଫାଇଲ୍ ପାଇଁ କୌଣସି ଆପକୁ ଅନୁମତି ଦିଆଯାଇ ନାହିଁ"
"କେବଳ ମିଡିଆ ପାଇଁ କୌଣସି ଆପକୁ ଅନୁମତି ଦିଆଯାଇ ନାହିଁ"
"କୌଣସି ଆପକୁ ଅଗ୍ରାହ୍ୟ କରାଯାଇନାହିଁ"
"ଚୟନ କରାଯାଇଛି"
"ସେଟିଂସ୍"
"ଆପଣଙ୍କ ଡିଭାଇସ୍କୁ %sର ସମ୍ପୂର୍ଣ୍ଣ ଆକ୍ସେସ୍ ଅଛି"
"%sଟି ଆକ୍ସେସିବିଲିଟୀ ଆପ୍ସର ଆପଣଙ୍କ ଡିଭାଇସ୍କୁ ସମ୍ପୂର୍ଣ୍ଣ ଆକ୍ସେସ୍ ଅଛି"
"%s ଆପଣଙ୍କର ସ୍କ୍ରିନ୍, କାର୍ଯ୍ୟ ଏବଂ ଇନ୍ପୁଟ୍ ଦେଖିପାରିବ ଏବଂ କାର୍ଯ୍ୟ ସମ୍ପାଦନ କରିପାରିବ ଏବଂ ଡିସ୍ପ୍ଲେ ନିୟନ୍ତ୍ରଣ କରିପାରିବ।"
"ଏହି ଆପ୍ସ ଆପଣଙ୍କର ସ୍କ୍ରିନ୍, କାର୍ଯ୍ୟକଳାପ ଏବଂ ଇନ୍ପୁଟ୍ ଦେଖିପାରିବ ଏବଂ କାର୍ଯ୍ୟ ସମ୍ପାଦନ କରିପାରିବ ଏବଂ ଡିସ୍ପ୍ଲେ ନିୟନ୍ତ୍ରଣ କରିପାରିବ।"
"ଡିଫଲ୍ଟ ଡିଜିଟାଲ୍ Assistant ଆପ୍"
"ଡିଜିଟାଲ୍ Assistant ଆପ୍"
"ଆପଣ ଦେଖୁଥିବା ସ୍କ୍ରିନ୍ ସୂଚନାକୁ ଆଧାର କରି ସହାୟକ ଆପ୍ ଆପଣଙ୍କୁ ସାହାଯ୍ୟ କରିପାରିବ। କେତେକ ଆପ୍, ଆପଣଙ୍କୁ ଉତ୍ତମ ସହାୟତା ଦେବା ପାଇଁ, ଉଭୟ ଲଞ୍ଚର୍ ଓ ଭଏସ୍ ଇନପୁଟ୍ ସେବାକୁ ସମର୍ଥନ କରେ।"
"ଡିଫଲ୍ଟ ବ୍ରାଉଜର୍ ଆପ୍"
"ବ୍ରାଉଜର୍ ଆପ୍"
"ଆପ୍ସ ଯାହା ଆପଣଙ୍କୁ ଇଣ୍ଟର୍ନେଟ୍ ପାଇଁ ଆକ୍ସେସ୍ ଦିଏ ଏବଂ ଆପଣ ଟାପ୍ କରିଥିବା ଲିଙ୍କ୍ଗୁଡ଼ିକ ପ୍ରଦର୍ଶନ କରେ"
"%1$sକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ ଭାବେ ସେଟ୍ କରିବେ କି?"
"କୌଣସି ଅନୁମତି ଆବଶ୍ୟକ ନାହିଁ"
"ଡିଫଲ୍ଟ ଫୋନ୍ ଆପ୍"
"ଫୋନ୍ ଆପ୍"
"ଆପ୍ସ, ଯାହା ଆପଣଙ୍କୁ ଆପଣଙ୍କର ଡିଭାଇସ୍ରେ ଟେଲିଫୋନ୍ କଲ୍ କରିବାକୁ ଏବଂ ଗ୍ରହଣ କରିବାକୁ ଅନୁମତି ଦିଏ"
"%1$sକୁ ଆପଣଙ୍କ ଡିଫଲ୍ଟ ଫୋନ୍ ଆପ୍ ଭାବରେ ସେଟ୍ କରିବେ କି?"
"ଏହି ଆପକୁ ଆପଣଙ୍କ କ୍ୟାମେରା, ଯୋଗାଯୋଗ, ମାଇକ୍ରୋଫୋନ, ଫୋନ ଏବଂ SMSକୁ ଆକ୍ସେସ ଦିଆଯିବ"
"ଡାୟଲର୍"
"ଡିଫଲ୍ଟ SMS ଆପ୍"
"SMS ଆପ୍"
"ଆପ୍ସ, ଯାହା ଆପଣଙ୍କ ଫୋନ୍ ନମ୍ବର ବ୍ୟବହାର କରି ଛୋଟ ଟେକ୍ସଟ୍ ମେସେଜ୍, ଫଟୋ, ଭିଡିଓ, ଏବଂ ଅନେକ କିଛି ପଠାଇବା ଏବଂ ପ୍ରାପ୍ତ କରିବାକୁ ଅନୁମତି ଦିଏ"
"%1$sକୁ ଆପଣଙ୍କ ଡିଫଲ୍ଟ SMS ଆପ୍ ଭାବରେ ସେଟ୍ କରିବେ କି?"
"ଏହି ଆପକୁ ଆପଣଙ୍କ କ୍ୟାମେରା, ଯୋଗାଯୋଗ, ଫାଇଲ ଓ ଡକ୍ୟୁମେଣ୍ଟ ମାଇକ୍ରୋଫୋନ, ଫୋନ ଏବଂ SMSକୁ ଆକ୍ସେସ ଦିଆଯିବ"
"ଟେକ୍ସଟ୍ ମେସେଜ୍, ଟେକ୍ସଟ୍ ଲେଖିବା, ମେସେଜ୍ଗୁଡ଼ିକ, ମେସେଜ୍ ପଠାଇବା"
"ଡିଫଲ୍ଟ ଜରୁରୀକାଳୀନ ଆପ୍"
"ଜରୁରୀକାଳୀନ ଆପ୍"
"ଆପ୍ସ ଯାହା ଆପଣଙ୍କୁ ଗମ୍ଭୀର ପାଣିପାଗ ଇଭେଣ୍ଟ ଏବଂ ଦୈବ ଦୁର୍ବିପାକ ବିଷୟରେ ଆଲର୍ଟ ପାଇବା ପାଇଁ ଏବଂ ଆପଣ ସାହାଯ୍ୟ ଆବଶ୍ୟକ କରୁଥିବା ସମୟରେ ଅନ୍ୟମାନଙ୍କୁ ଜଣାଇବାକୁ ଦିଏ; ଆପଣଙ୍କୁ ନିଜର ଚିକିତ୍ସା ସୂଚନୀ ରେକର୍ଡ କରିବାକୁ ଦିଏ ଏବଂ ସେହି ରେକର୍ଡକୁ ଜରୁରିକାଳୀନ ସହାୟତା କର୍ମଚାରୀଙ୍କ ପାଇଁ ଆକ୍ସେସ୍ ଯୋଗ୍ୟ କରାଇଥାଏ"
"%1$sକୁ ଆପଣଙ୍କର ଡିଫଲ୍ଟ ଜରୁରୀକାଳୀନ ଆପ୍ ଭାବେ ସେଟ୍ କରିବେ କି?"
"କୌଣସି ଅନୁମତି ଆବଶ୍ୟକ ନାହିଁ"
"ice"
"ଡିଫଲ୍ଟ ହୋମ ଆପ"
"ହୋମ ଆପ"
"ଯେଉଁ ଆପ୍ସକୁ ସାଧାରଣତଃ ଲଞ୍ଚର କୁହାଯାଏ, ସେହି ଆପ୍ସ ଆପଣଙ୍କର Android ଡିଭାଇସରେ ହୋମ ସ୍କ୍ରିନକୁ ବଦଳାଇଥାଏ ଏବଂ ଆପଣଙ୍କର ଡିଭାଇସର ବିଷୟବସ୍ତୁ ଏବଂ ଫିଚରଗୁଡ଼ିକ ପାଇଁ ଆପଣଙ୍କୁ ଆକ୍ସେସ ପ୍ରଦାନ କରିଥାଏ।"
"%1$s କୁ ଆପଣଙ୍କ ଡିଫଲ୍ଟ ହୋମ ଆପ ଭାବେ ସେଟ କରିବେ?"
"କୌଣସି ଅନୁମତି ଆବଶ୍ୟକ ନାହିଁ"
"ଲଞ୍ଚର୍"
"ଡିଫଲ୍ଟ କଲ୍ ପୁନଃନିର୍ଦ୍ଦେଶିତ ଆପ୍"
"କଲ୍ ପୁନଃନିର୍ଦ୍ଦେଶିତ କରା ଆପ୍"
"ସେହି ଆପ୍ସ ଯାହା ଆଉଟ୍ଗୋଇଂ କଲ୍ଗୁଡ଼ିକୁ ଅନ୍ୟ ଏକ ଫୋନ୍ ନମ୍ବରକୁ ଫର୍ୱାର୍ଡ କରିବାକୁ ଆପଣଙ୍କୁ ଅନୁମତି ଦିଏ"
"%1$sକୁ ଆପଣଙ୍କ ଡିଫଲ୍ଟ କଲ୍ ପୁନଃନିର୍ଦ୍ଦେଶନା ଆପ୍ ଭାବରେ ସେଟ୍ କରିବେ କି?"
"କୌଣସି ଅନୁମତି ଆବଶ୍ୟକ ନାହିଁ"
"ଡିଫଲ୍ଟ କଲର୍ ID & ସ୍ପାମ୍ ଆପ୍"
"କଲର୍ ID & ସ୍ପାମ୍ ଆପ୍"
"ସେହି ଆପ୍ସ ଯାହା କଲଗୁଡ଼ିକୁ ଚିହ୍ନଟ କରିବା, ସ୍ପାମ୍ ଓ ରୋବୋକଲ୍ ବା ଅଦରକାରୀ ନମ୍ବରଗୁଡ଼ିକୁ ବ୍ଲକ୍ କରିବାକୁ ଅନୁମତି ଦିଏ"
"%1$sକୁ ଆପଣଙ୍କର ଡିଫଲ୍ଟ କଲର୍ ଆଇଡି & ସ୍ପାମ୍ ଆପ୍ ଭାବ୍ ସେଟ୍ କରିବେ କି?"
"କୌଣସି ଅନୁମତି ଆବଶ୍ୟକ ନାହିଁ"
"ଡିଫଲ୍ଟ ନାଭିଗେସନ ଆପ"
"ନାଭିଗେସନ ଆପ"
"ଉଲ୍ଲେଖନୀୟ-ସ୍ଥାନର ସର୍ଚ୍ଚ ଏବଂ ପର୍ଯ୍ୟାୟକ୍ରମେ ନାଭିଗେସନ ପାଇଁ ମାର୍ଗଦର୍ଶନର ସୁବିଧା ପ୍ରଦାନ କରିପାରୁଥିବା ଆପ୍ସ"
"%1$sକୁ ଆପଣଙ୍କ ଡିଫଲ୍ଟ ନାଭିଗେସନ ଆପ ଭାବେ ସେଟ କରିବେ?"
"କୌଣସି ଅନୁମତି ଆବଶ୍ୟକ ନାହିଁ"
"ଆପଣଙ୍କ ବିଜ୍ଞପ୍ତିଗୁଡ଼ିକ ସହ ଇଣ୍ଟରାକ୍ଟ କରିବା ଏବଂ ଆପଣଙ୍କ ଫୋନ୍, SMS, ଯୋଗାଯୋଗ ଓ କ୍ୟାଲେଣ୍ଡର ଅନୁମତିଗୁଡ଼ିକୁ ଆକ୍ସେସ୍ କରିବା ପାଇଁ %1$sକୁ ଅନୁମତି ଦିଆଯିବ।"
"ଆପଣଙ୍କ ବିଜ୍ଞପ୍ତିଗୁଡ଼ିକ ସହ ଇଣ୍ଟରାକ୍ଟ କରିବା ଏବଂ ସଂଯୋଗ କରାଯାଇଥିବା ଡିଭାଇସଗୁଡ଼ିକରେ ଆପଣଙ୍କର ଆପଗୁଡ଼ିକ ଷ୍ଟ୍ରିମ କରିବା ପାଇଁ %1$sକୁ ଅନୁମତି ଦିଆଯିବ।"
"ଏହି ସେବା ଆପଣଙ୍କ ଫୋନରୁ ଆପଣଙ୍କ ଫଟୋ, ମିଡିଆ ଏବଂ ବିଜ୍ଞପ୍ତିଗୁଡ଼ିକୁ ଅନ୍ୟ ଡିଭାଇସଗୁଡ଼ିକ ସହ ସେୟାର କରେ।"
"ଡିଫଲ୍ଟ ନୋଟ୍ସ ଆପ"
"ନୋଟ୍ସ ଆପ"
"ଆପଣଙ୍କ ଡିଭାଇସରେ ଆପଣଙ୍କୁ ନୋଟ ନେବା ପାଇଁ ଅନୁମତି ଦେଉଥିବା ଆପ୍ସ"
"ନୋଟ"
"ସମ୍ପ୍ରତ୍ତି ଡିଫଲ୍ଟ"
"ଆଉ ପଚାରନ୍ତୁ ନାହିଁ"
"ଡିଫଲ୍ଟ ଭାବେ ସେଟ୍ କରନ୍ତୁ"
"<b>ଫୋନ୍ କଲ</b>ରେ ମାଇକ୍ରୋଫୋନ୍ ବ୍ୟବହାର କରାଯାଇଛି"
"<b>ଭିଡିଓ କଲ</b>ରେ କ୍ୟାମେରା ଏବଂ ମାଇକ୍ରୋଫୋନ୍ ବ୍ୟବହାର କରାଯାଇଛି"
"<b>ଭିଡିଓ କଲ</b>ରେ କ୍ୟାମେରା ବ୍ୟବହାର କରାଯାଇଛି"
"ସିଷ୍ଟମ୍ ସେବା ବ୍ୟବହାର କରି ମାଇକ୍ରୋଫୋନ୍ ଆକ୍ସେସ୍ କରାଯାଇଛି"
"ସିଷ୍ଟମ୍ ସେବା ବ୍ୟବହାର କରି କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆକ୍ସେସ୍ କରାଯାଇଛି"
"ସିଷ୍ଟମ୍ ସେବା ବ୍ୟବହାର କରି କ୍ୟାମେରା ଆକ୍ସେସ୍ କରାଯାଇଛି"
"ଅନ୍ୟ ବ୍ୟବହାର:"
"ବୁଝିଗଲି"
"%sର ବର୍ତ୍ତମାନର ବ୍ୟବହାର"
"ବର୍ତ୍ତମାନର ମାଇକ୍ରୋଫୋନ୍ ବ୍ୟବହାର"
"ବର୍ତ୍ତମାନର କ୍ୟାମେରା ବ୍ୟବହାର"
"ବର୍ତ୍ତମାନର ମାଇକ୍ରୋଫୋନ୍ ଏବଂ କ୍ୟାମେରା ବ୍ୟବହାର"
", "
" ଏବଂ "
"ଡିଫଲ୍ଟ ଆପ୍ସ"
"ମାଇକ୍ରୋଫୋନ୍ ଓ କ୍ୟାମେରା"
"ସେଟିଂସ୍"
"ଡିଫଲ୍ଟ ଆପ୍ସ"
"କୌଣସି ଡିଫଲ୍ଟ ଆପ୍ସ ନାହିଁ"
"ଅଧିକ ଡିଫଲ୍ଟଗୁଡ଼ିକ"
"ଓପନିଂ ଲିଙ୍କ୍"
"କାର୍ଯ୍ୟ ପାଇଁ ଡିଫଲ୍ଟ ଅଛି"
"କିଛି ଆପ ସେଟ କରାଯାଇନାହିଁ"
"(ସିଷ୍ଟମ୍ ଡିଫଲ୍ଟ)"
"କୌଣସି ଆପ୍ ନାହିଁ"
"ଚୟନ କରାଯାଇଛି"
"ଚୟନ କରାଯାଇଛି - %1$s"
"ବିଶେଷ ଆପ୍ ଆକ୍ସେସ୍"
"ସ୍ୱତନ୍ତ୍ର ଆପ୍ ଆକ୍ସେସ୍"
"କୌଣସି ସ୍ଵତନ୍ତ୍ର ଆପ୍ ଆକ୍ସେସ୍ ନାହିଁ"
"କୌଣସି ଆପ୍ ନାହିଁ"
"ୱର୍କ ପ୍ରୋଫାଇଲ୍କୁ ସମର୍ଥନ କରେନାହିଁ"
"ଟିପ୍ପଣୀ: ଯଦି ଆପଣ ଆପଣଙ୍କ ଡିଭାଇସ୍ ରିଷ୍ଟାର୍ଟ କରିବେ ଏବଂ ଏକ ସ୍କ୍ରିନ୍ ଲକ୍ ସେଟ୍ ହେବ, ଆପଣଙ୍କ ଡିଭାଇସ୍ ଅନ୍ଲକ୍ ନହେବା ପର୍ଯ୍ୟନ୍ତ ଏହି ଆପ୍ ଆରମ୍ଭ ହୋଇପାରିବ ନାହିଁ।"
"ଏହି ସହାୟକ, ସ୍କ୍ରିନ୍ରେ ଦେଖାଦେଉଥିବା କିମ୍ୱା ଆପ୍ଗୁଡ଼ିକ ମଧ୍ୟରେ ଆକ୍ସେସ୍ ହୋଇପାରିବା ଭଳି ସୂଚନା ସମେତ ଆପଣଙ୍କ ସିଷ୍ଟମ୍ରେ ଥିବା ଆପ୍ଗୁଡ଼ିକ ବିଷୟରେ ସୂଚନା ପଢ଼ିପାରିବ।"
"ଡିବଗିଂ ଡାଟା ସେୟାର୍ କରନ୍ତୁ"
"ବିସ୍ତୃତ ଡିବଗିଂ ଡାଟା ସେୟାର୍ କରିବେ?"
"%1$s ଡିବଗିଂ ସୂଚନା ଅପ୍ଲୋଡ୍ କରିବାକୁ ଚାହାନ୍ତି।"
"ଡିବଗିଂ ଡାଟା ସେୟାର୍ କରିବେ?"
"ସିଷ୍ଟମ୍ ଗୋଟିଏ ସମସ୍ୟା ଚିହ୍ନଟ କରିଛି"
"%1$s %2$s %3$sରେ ଏହି ଡିଭାଇସ୍ରୁ ନିଆଯାଇଥିବା ଏକ ବଗ୍ ରିପୋର୍ଟ ଅପ୍ଲୋଡ୍ କରିବାକୁ ଅନୁରୋଧ କରୁଛି। ବଗ୍ ରିପୋର୍ଟରେ ଆପଣଙ୍କ ଡିଭାଇସ୍ ସମ୍ବନ୍ଧରେ ବ୍ୟକ୍ତିଗତ ସୂଚନା ବା ଆପ୍ସ ଲଗ୍ କରିଥିବା ବ୍ୟକ୍ତିଗତ ସୂଚନା, ଉଦାହରଣ ସ୍ୱରୂପ ଉପଯୋଗକର୍ତ୍ତାଙ୍କ ନାମ, ଲୋକେସନ୍ ଡାଟା, ଡିଭାଇସ୍ ଚିହ୍ନଟକାରୀ, ଏବଂ ନେଟୱାର୍କ ସୂଚନା ଅନ୍ତର୍ଭୁକ୍ତ ରହିଛି। ଏହି ସୂଚନା ସେୟାର୍ କରିବା ପାଇଁ ଆପଣ ଯାହାକୁ ଭରସା କରୁଛନ୍ତି କେବଳ ସେହି ଲୋକ ଏବଂ ଆପ୍ସ ସହିତ ବଗ୍ ରିପୋର୍ଟ ସେୟାର୍ କରନ୍ତୁ। ଏକ ବଗ୍ ରିପୋର୍ଟ ଅପ୍ଲୋଡ୍ କରିବା ପାଇଁ %4$sକୁ ଅନୁମତି ଦେବେ?"
"%1$s ପାଇଁ ବଗ୍ ରିପୋର୍ଟ ପ୍ରକ୍ରିୟାକରଣରେ ଏକ ତ୍ରୁଟି ହୋଇଛି। ତେଣୁ ଡିବଗିଂ ବିବରଣୀ ଡାଟା ସେୟାରିଂ ପ୍ରତ୍ୟାକ୍ଷାନ ହୋଇଛି। ଅସୁବିଧା ପାଇଁ ଦୁଃଖିତ।"
"ଅନୁମତି ଦିଅନ୍ତୁ"
"ଅଗ୍ରାହ୍ୟ କରନ୍ତୁ"
"ଉନ୍ନତ ସେଟିଂସ୍"
"ଉନ୍ନତ ସେଟିଂସ୍"
"ସିଷ୍ଟମ୍ ଆପ୍ ବ୍ୟବହାର ଦେଖାନ୍ତୁ"
"ସିଷ୍ଟମ୍ ଆପ୍ ଦ୍ବାରା ବ୍ୟବହୃତ ଅନୁମତି ସ୍ଥିତି ବାର୍, ଡ୍ୟାସ୍ବୋର୍ଡ & କୌଣସି ଏକ ସ୍ଥାନରେ ଦେଖାନ୍ତୁ"
"ନିମ୍ନୋକ୍ତ ପାଇଁ ବ୍ୟବହାରର ହାଇଲାଇଟ୍ କରନ୍ତୁ"
"ଆସିଷ୍ଟାଣ୍ଟ ଟ୍ରିଗର୍ ଚିହ୍ନଟକରଣ ଦେଖାନ୍ତୁ"
"ଭଏସ୍ ଆସିଷ୍ଟାଣ୍ଟ୍ ସକ୍ରିୟ କରିବା ପାଇଁ ମାଇକ୍ରୋଫାନ୍ ବ୍ୟବହାର କରୁଥିବା ସମୟରେ ସ୍ଥିତି ବାର୍ରେ ଆଇକନ୍ ଦେଖାନ୍ତୁ"
"ଆପଣଙ୍କ ଡିଭାଇସ୍ରେ ଥିବା ଫଟୋ ଓ ମିଡିଆ ଆକ୍ସେସ୍ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"<b>%1$s</b>କୁ ଆପଣଙ୍କ କଣ୍ଟାକ୍ଟଗୁଡ଼ିକୁ ଆକ୍ସେସ କରିବା ପାଇଁ ଅନୁମତି ଦେବେ?"
"ଏହି ଡିଭାଇସର ଲୋକେସନ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଆପଣ ଆପ୍ ବ୍ୟବହାର କରୁଥିବା ବେଳେ କେବଳ ଲୋକେସନ୍କୁ ଆପ୍ର ଆକ୍ସେସ୍ ରହିବ।"
"ଏହି ଡିଭାଇସ୍ର ଲୋକେସନ୍ ଆକ୍ସେସ୍ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଆପଣ ଆପ୍ ବ୍ୟବହାର କରୁନଥିଲେ ମଧ୍ୟ, ଏହି ଆପ୍ ସବୁ ସମୟରେ ଆପଣଙ୍କର ଲୋକେସନ୍ ଆକ୍ସେସ୍ କରିବାକୁ ଚାହିଁପାରେ। ""ସେଟିଂସରେ ଅନୁମତି ଦିଅନ୍ତୁ।"
"<b>%1$s</b> ପାଇଁ ଲୋକେସନ୍ ଆକ୍ସେସ୍ ବଦଳାଇବେ କି?"
"ଆପଣ ଆପ୍ ବ୍ୟବହାର କରୁନଥିଲେ ମଧ୍ୟ, ଏହି ଆପ୍ ସବୁ ସମୟରେ ଆପଣଙ୍କର ଲୋକେସନ୍ ଆକ୍ସେସ୍ କରିବାକୁ ଚାହେଁ। ""ସେଟିଂସରେ ଅନୁମତି ଦିଅନ୍ତୁ।"
"ଆଖପାଖର ଡିଭାଇସଗୁଡ଼ିକର ଆପେକ୍ଷିକ ଅବସ୍ଥିତିକୁ ଖୋଜିବା, କନେକ୍ଟ ଏବଂ ନିର୍ଦ୍ଧାରଣ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଆଖପାଖର ଡିଭାଇସଗୁଡ଼ିକର ଆପେକ୍ଷିକ ଅବସ୍ଥିତିକୁ ଖୋଜିବା, ସଂଯୋଗ ଏବଂ ନିର୍ଦ୍ଧାରଣ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ? ""ସେଟିଂସରେ ଅନୁମତି ଦିଅନ୍ତୁ।"
"<b>%1$s</b>ର ଲୋକେସନ୍ ଆକ୍ସେସକୁ ଆନୁମାନିକରୁ ସଠିକକୁ ବଦଳାଇବେ?"
"ଏହି ଡିଭାଇସର ଆନୁମାନିକ ଲୋକେସନ୍ ଆକ୍ସେସ୍ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ସଠିକ୍"
"(ଆନୁମାନିକ)"
"<b>%1$s</b>କୁ ଆପଣଙ୍କ କ୍ୟାଲେଣ୍ଡର୍କୁ ଆକ୍ସେସ୍ କରିବା ପାଇଁ ଅନୁମତି ଦେବେ କି?"
"<b>%1$s</b>କୁ SMS ମେସେଜ୍ ପଠାଇବା ଓ ଦେଖିବା ପାଇଁ ଅନୁମତି ଦେବେ କି?"
"<b>%1$s</b>କୁ ଆପଣଙ୍କ ଡିଭାଇସରେ ଥିବା ଫଟୋ, ମିଡିଆ ଓ ଫାଇଲ୍ ଆକ୍ସେସ୍ କରିବାକୁ ଅନୁମତି ଦେବେ କି?"
"ଏହି ଡିଭାଇସରେ ଥିବା <b>ଫଟୋ, ଭିଡିଓ, ମ୍ୟୁଜିକ ଓ ଅଡିଓ</b>କୁ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଏହି ଡିଭାଇସରେ ଥିବା<b>ଫଟୋ, ଭିଡିଓ, ମ୍ୟୁଜିକ, ଅଡିଓ ଓ ଅନ୍ୟ ଫାଇଲ</b> ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଏହି ଡିଭାଇସରେ ଥିବା ମ୍ୟୁଜିକ ଏବଂ ଅଡିଓକୁ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଏହି ଡିଭାଇସରେ ଥିବା ଫଟୋ ଏବଂ ଭିଡିଓଗୁଡ଼ିକୁ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ଏହି ଡିଭାଇସରେ ଥିବା ଅଧିକ ଫଟୋ ଏବଂ ଭିଡିଓକୁ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"<b>%1$s</b>କୁ ଅଡିଓ ରେକର୍ଡ କରିବା ପାଇଁ ଅନୁମତି ଦେବେ?"
"ଆପଣ ଆପକୁ ବ୍ୟବହାର କରୁଥିବା ସମୟରେ କେବଳ ଏହା ଅଡିଓ ରେକର୍ଡ କରିବାକୁ ସକ୍ଷମ ହେବ"
"<b>%1$s</b>କୁ ଅଡିଓ ରେକର୍ଡ କରିବାକୁ ଅନୁମତି ଦେବେ?"
"ଆପଣ ଆପକୁ ବ୍ୟବହାର କରୁନଥିଲେ ମଧ୍ୟ, ଏହା ସବୁ ସମୟରେ ଅଡିଓ ରେକର୍ଡ କରିବାକୁ ଚାହିଁ ପାରେ। ""ସେଟିଂସରେ ଅନୁମତି ଦିଅନ୍ତୁ।"
"<b>%1$s</b> ପାଇଁ ମାଇକ୍ରୋଫୋନର ଆକ୍ସେସ୍ ବଦଳାଇବେ କି?"
"ଆପଣ ଆପକୁ ବ୍ୟବହାର କରୁନଥିଲେ ମଧ୍ୟ, ଏହା ସବୁ ସମୟରେ ଅଡିଓ ରେକର୍ଡ କରିବାକୁ ଚାହେଁ। ""ସେଟିଂସରେ ଅନୁମତି ଦିଅନ୍ତୁ।"
"ଆପଣ <b>%1$s</b>କୁ ଆପଣଙ୍କର ଶାରୀରିକ କାର୍ଯ୍ୟକଳାପକୁ ଆକ୍ସେସ୍ କରିବାକୁ ଅନୁମତି ଦେବେ କି?"
"<b>%1$s</b>କୁ ଫଟୋ ଉଠାଇବାକୁ ଏବଂ ଭିଡିଓ ରେକର୍ଡ କରିବାକୁ ଅନୁମତି ଦେବେ?"
"ଆପଣ ଆପକୁ ବ୍ୟବହାର କରୁଥିବା ସମୟରେ କେବଳ ଏହା ଛବି ନେବାକୁ ଏବଂ ଭିଡିଓ ରେକର୍ଡ କରିବାକୁ ସକ୍ଷମ ହେବ"
"<b>%1$s</b>କୁ ଫଟୋ ଉଠାଇବାକୁ ଏବଂ ଭିଡିଓ ରେକର୍ଡ କରିବାକୁ ଅନୁମତି ଦେବେ?"
"ଆପଣ ଆପକୁ ବ୍ୟବହାର କରୁନଥିଲେ ମଧ୍ୟ, ଏହା ସବୁ ସମୟରେ ଛବି ନେବାକୁ ଏବଂ ଭିଡିଓ ରେକର୍ଡ କରିବାକୁ ଚାହିଁ ପାରେ। ""ସେଟିଂସରେ ଅନୁମତି ଦିଅନ୍ତୁ।"
"<b>%1$s</b> ପାଇଁ କ୍ୟାମେରାର ଆକ୍ସେସ୍ ବଦଳାଇବେ କି?"
"ଆପଣ ଆପକୁ ବ୍ୟବହାର କରୁନଥିଲେ ମଧ୍ୟ, ଏହା ସବୁ ସମୟରେ ଛବି ନେବାକୁ ଏବଂ ଭିଡିଓ ରେକର୍ଡ କରିବାକୁ ଚାହେଁ। ""ସେଟିଂସରେ ଅନୁମତି ଦିଅନ୍ତୁ।"
"ଆପଣଙ୍କ ଫୋନର କଲ ଲଗ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"<b>%1$s</b>କୁ ଫୋନ କଲ କରିବାକୁ ତଥା ପରିଚାଳନା କରିବାକୁ ଅନୁମତି ଦେବେ?"
"<b>%1$s</b>କୁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣଗୁଡ଼ିକ ବିଷୟରେ ସେନ୍ସର୍ ଡାଟା ଆକ୍ସେସ୍ କରିବା ପାଇଁ ଅନୁମତି ଦେବେ କି?"
"ଆପଣ ଆପ ବ୍ୟବହାର କରୁନଥିଲେ ମଧ୍ୟ, ଏହି ଆପ ସବୁ ସମୟରେ ଆପଣଙ୍କ ମହତ୍ତ୍ୱପୂର୍ଣ୍ଣ ଲକ୍ଷଣଗୁଡ଼ିକ ବିଷୟରେ ସେନ୍ସର ଡାଟାକୁ ଆକ୍ସେସ କରିବା ପାଇଁ ଚାହେଁ। ଏହି ପରିବର୍ତ୍ତନ କରିବାକୁ, ""ସେଟିଂସକୁ ଯାଆନ୍ତୁ।"
"ଆପଣଙ୍କ ମହତ୍ତ୍ୱପୂର୍ଣ୍ଣ ଲକ୍ଷଣଗୁଡ଼ିକ ବିଷୟରେ ସେନ୍ସର ଡାଟାକୁ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବେ କି?"
"ଆପଣ ଆପ ବ୍ୟବହାର କରୁନଥିଲେ ମଧ୍ୟ, ବଡି ସେନ୍ସର ଡାଟାକୁ ସର୍ବଦା ଆକ୍ସେସ କରିବା ନିମନ୍ତେ ଏହି ଆପକୁ ଅନୁମତି ଦେବା ପାଇଁ, ""ସେଟିଂସକୁ ଯାଆନ୍ତୁ।"
"ଆପ ବ୍ୟବହାରରେ ଥିବା ସମୟରେ ବଡି ସେନ୍ସର ଡାଟାକୁ ଆକ୍ସେସ କରିବା ପାଇଁ <b>%1$s</b>କୁ ଅନୁମତି ଦେବା ଜାରି ରଖିବେ?"
"ଆପଣଙ୍କୁ ବିଜ୍ଞପ୍ତିଗୁଡ଼ିକ ପଠାଇବା ପାଇଁ <b>%1$s</b>କୁ ଅନୁମତି ଦେବେ?"
"ନିୟନ୍ତ୍ରିତ ଅନୁରୋଧଗୁଡ଼ିକ"
"%1$sର ଲୋକେସନ ଆକ୍ସେସ ଅଛି"
"ଆପଣଙ୍କ ଲୋକେସନକୁ ଆକ୍ସେସ କରିବା ପାଇଁ ଆପଣଙ୍କ ସଂସ୍ଥା %1$sକୁ ଅନୁମତି ଦିଏ"
"ଅନ୍ୟ ଅନୁମତିଗୁଡ଼ିକ"
"ସିଷ୍ଟମ୍ ଦ୍ୱାରା ବ୍ୟବହୃତ ହୋଇଥିବା ଅନୁମତି"
"କେବଳ ସିଷ୍ଟମ୍ ଆପ୍ଲିକେସନଗୁଡ଼ିକ ଦ୍ୱାରା ବ୍ୟବହୃତ ହୋଇଥିବା ଅନୁମତିଗୁଡ଼ିକ।"
"ଅତିରିକ୍ତ ଅନୁମତି"
"ଆପ୍ଲିକେସନଗୁଡ଼ିକ ଦ୍ୱାରା ପରିଭାଷିତ ହୋଇଥିବା ଅନୁମତିଗୁଡ଼ିକ।"
"କେମେରା"
"ମାଇକ୍ରୋଫୋନ"
"ଲୋକେସନ"
"ଅନ୍ୟ"
"କିଛି ନାହିଁ"
"ଗତ\n24 ଘଣ୍ଟା"
"ଗତ\n7 ଦିନ"
"%1$sକୁ Android ଦ୍ୱାରା ସୁରକ୍ଷିତ କରାଯାଇଛି। ଏହି ଡିଭାଇସରେ ଆପଣଙ୍କ ଡାଟା ପ୍ରକ୍ରିୟାକରଣ କରାଯାଇଥିବା ଯୋଗୁଁ ଏହି ଆପର ଅନୁମତି ବ୍ୟବହାରର ସୂଚନା ଷ୍ଟାଟସ୍ ବାରରେ କିମ୍ବା ଆପଣଙ୍କ ଗୋପନୀୟତା ଡ୍ୟାସବୋର୍ଡରେ ଦେଖାଯାଉ ନାହିଁ।"
"%1$sକୁ Android ଦ୍ୱାରା ସୁରକ୍ଷିତ କରାଯାଇଛି। ଏହି ଡିଭାଇସରେ ଆପଣଙ୍କ ଡାଟା ପ୍ରକ୍ରିୟାକରଣ କରାଯାଇଥିବା ଯୋଗୁଁ ଏହି ଆପର ଅନୁମତି ବ୍ୟବହାରର ସୂଚନା ଆପଣଙ୍କ ଗୋପନୀୟତା ଡ୍ୟାସବୋର୍ଡରେ ଦେଖାଯାଉ ନାହିଁ।"
"ଡିଭାଇସର କ୍ୟାମେରାକୁ ବ୍ଲକ କରାଯାଇଛି"
"ଡିଭାଇସର ମାଇକ୍ରୋଫୋନକୁ ବ୍ଲକ କରାଯାଇଛି"
"ଡିଭାଇସର ଲୋକେସନ ବନ୍ଦ ଅଛି"
"ଆପ ଓ ସେବାଗୁଡ଼ିକ ପାଇଁ"
"ଆପଣ ଏକ ଜରୁରୀକାଳୀନ ନମ୍ବରକୁ କଲ କରିବା ସମୟରେ ମାଇକ୍ରୋଫୋନ ଡାଟା ଏବେ ବି ସେୟାର କରାଯାଇପାରେ।"
"ପରିବର୍ତ୍ତନ କରନ୍ତୁ"
"ସୁରକ୍ଷା ଏବଂ ଗୋପନୀୟତା"
"ଡିଭାଇସକୁ ସ୍କାନ କରନ୍ତୁ"
"ଖାରଜ କରନ୍ତୁ"
"ଏହି ଆଲର୍ଟକୁ ଖାରଜ କରିବେ?"
"ଅଧିକ ସୁରକ୍ଷା ଯୋଗ କରିବାକୁ ଯେ କୌଣସି ସମୟରେ ଆପଣଙ୍କ ସୁରକ୍ଷା ଏବଂ ଗୋପନୀୟତା ସେଟିଂସର ସମୀକ୍ଷା କରନ୍ତୁ"
"ଖାରଜ କରନ୍ତୁ"
"ବାତିଲ କରନ୍ତୁ"
"ସେଟିଂସ"
"ସୁରକ୍ଷା ଏବଂ ଗୋପନୀୟତା ସ୍ଥିତି। %1$s। %2$s"
"ସୁରକ୍ଷା ସେଟିଂସ"
"ଅନୁମତିଗୁଡ଼ିକ"
"ସୁରକ୍ଷା ଏବଂ ଗୋପନୀୟତା"
"ସ୍ଥିତି ଯାଞ୍ଚ କରନ୍ତୁ"
"ଆପଣଙ୍କ ଗୋପନୀୟତା ନିୟନ୍ତ୍ରଣଗୁଡ଼ିକ"
"ଅଧିକ ସେଟିଂସ"
"କେମେରା ଆକ୍ସେସ"
"ମାଇକ ଆକ୍ସେସ"
"ଅନୁମତିକୁ କାଢ଼ି ଦିଆଯାଇଛି"
"ବର୍ତ୍ତମାନର କ୍ୟାମେରା ବ୍ୟବହାର ଦେଖନ୍ତୁ"
"ବର୍ତ୍ତମାନର ମାଇକ ବ୍ୟବହାର ଦେଖନ୍ତୁ"
"ଏହି ଆପ ପାଇଁ ଅନୁମତିକୁ କାଢ଼ି ଦିଅନ୍ତୁ"
"ଏହି ଆପ ପାଇଁ ଅନୁମତିକୁ କାଢ଼ି ଦିଅନ୍ତୁ"
"ସେବା ପରିଚାଳନା କରନ୍ତୁ"
"ଅନୁମତିଗୁଡ଼ିକୁ ପରିଚାଳନା କରନ୍ତୁ"
"ଫୋନ କଲ ଦ୍ୱାରା ବ୍ୟବହାର କରାଯାଉଛି"
"ଏବେ ଫୋନ କଲରେ ବ୍ୟବହାର କରାଯାଇଛି"
"%1$s ଦ୍ୱାରା ବ୍ୟବହାର କରାଯାଉଛି"
"ଏବେ %1$s ଦ୍ୱାରା ବ୍ୟବହାର କରାଯାଉଛି"
"%1$s (%2$s) ଦ୍ୱାରା ବ୍ୟବହାର କରାଯାଉଛି"
"ଏବେ %1$s (%2$s) ଦ୍ୱାରା ବ୍ୟବହାର କରାଯାଉଛି"
"%1$s (%2$s • %3$s) ଦ୍ୱାରା ବ୍ୟବହାର କରାଯାଉଛି"
"ଏବେ %1$s (%2$s • %3$s) ଦ୍ୱାରା ବ୍ୟବହାର କରାଯାଉଛି"
"ସୁନିଶ୍ଚିତ କରନ୍ତୁ"
"ପଛକୁ ଫେରନ୍ତୁ"
"ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ"
"ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ ନାହିଁ"
"ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ"
"ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ ନାହିଁ"
"ଫଟୋ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ"
"ଫଟୋ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ ନାହିଁ"
"ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ"
"ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଅନୁମତି ଦିଆଯିବ ନାହିଁ"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ଆକ୍ସେସ କରିପାରିବ, ତେବେ ଫଟୋ, ଭିଡିଓ ଏବଂ ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ଆକ୍ସେସ କରିପାରିବ ନାହିଁ, ତେବେ ଫଟୋ, ଭିଡିଓ ଏବଂ ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ ନାହିଁ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ଫଟୋ ଏବଂ ଭିଡିଓଗୁଡ଼ିକୁ ଆକ୍ସେସ କରିପାରିବ, ତେବେ ମ୍ୟୁଜିକ, ଅଡିଓ ଏବଂ ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ଫଟୋ ଏବଂ ଭିଡିଓଗୁଡ଼ିକୁ ଆକ୍ସେସ କରିପାରିବ ନାହିଁ, ତେବେ ମ୍ୟୁଜିକ, ଅଡିଓ ଏବଂ ଅନ୍ୟ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ ନାହିଁ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ଆକ୍ସେସ କରିପାରିବ, ତେବେ ଫଟୋ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ଆକ୍ସେସ କରିପାରିବ ନାହିଁ, ତେବେ ଫଟୋ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ ନାହିଁ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ଫଟୋ ଏବଂ ଭିଡିଓଗୁଡ଼ିକୁ ଆକ୍ସେସ କରିପାରିବ, ତେବେ ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ।"
"ଏହି ଆପ Androidର ନବୀନତମ ସଂସ୍କରଣକୁ ସମର୍ଥନ କରେ ନାହିଁ। ଯଦି ଏହି ଆପ ମ୍ୟୁଜିକ ଏବଂ ଅଡିଓ ଫାଇଲଗୁଡ଼ିକୁ ଆକ୍ସେସ କରିପାରିବ ନାହିଁ, ତେବେ ଫଟୋ ଏବଂ ଭିଡିଓଗୁଡ଼ିକୁ ମଧ୍ୟ ଆକ୍ସେସ କରିବା ପାଇଁ ଏହାକୁ ଅନୁମତି ଦିଆଯିବ ନାହିଁ।"
"ପୃଷ୍ଠପଟ ଲୋକେସନ ଆକ୍ସେସ ଥିବା ଆପର ସମୀକ୍ଷା କରନ୍ତୁ"
"%s ଆପ ବନ୍ଦ ଥିବା ସମୟରେ ମଧ୍ୟ ସର୍ବଦା ଆପଣଙ୍କ ଲୋକେସନକୁ ଆକ୍ସେସ କରିପାରିବ"
"ପୃଷ୍ଠପଟ ଲୋକେସନ ଆକ୍ସେସ ଥିବା ଆପର ସମୀକ୍ଷା କରନ୍ତୁ"
"ଏହି ଆପ ବନ୍ଦ ଥିଲେ ମଧ୍ୟ ସର୍ବଦା ଆପଣଙ୍କ ଲୋକେସନକୁ ଆକ୍ସେସ କରିପାରିବ।\n\nକିଛି ସୁରକ୍ଷା ଏବଂ ଜରୁରୀକାଳୀନ ଆପ୍ସ ଆଶା କରାଯାଉଥିବା ଅନୁସାରେ କାର୍ଯ୍ୟ କରିବା ପାଇଁ ପୃଷ୍ଠପଟରେ ଆପଣଙ୍କ ଲୋକେସନକୁ ଆକ୍ସେସ ଆବଶ୍ୟକ କରେ।"
"ଆକ୍ସେସ ପରିବର୍ତ୍ତନ କରାଯାଇଛି"
"ବର୍ତ୍ତମାନର ଲୋକେସନ ବ୍ୟବହାର ଦେଖନ୍ତୁ"
"ଗୋପନୀୟତା ନିୟନ୍ତ୍ରଣଗୁଡ଼ିକ"
"କେମେରା ଆକ୍ସେସ"
"ମାଇକ୍ରୋଫୋନ ଆକ୍ସେସ"
"ଆପ୍ସ ଏବଂ ସେବାଗୁଡ଼ିକ ପାଇଁ"
"ଆପ୍ସ ଏବଂ ସେବାଗୁଡ଼ିକ ପାଇଁ। ଯଦି ଏହି ସେଟିଂ ବନ୍ଦ ଥାଏ, ତେବେ ଆପଣ ଏକ ଜରୁରୀକାଳୀନ ନମ୍ବରକୁ କଲ କରିବା ସମୟରେ ମାଇକ୍ରୋଫୋନ ଡାଟା ଏବେ ବି ସେୟାର କରାଯାଇପାରେ।"
"ଲୋକେସନକୁ ଆକ୍ସେସ ଥିବା ଆପ୍ସ ଏବଂ ସେବାଗୁଡ଼ିକୁ ଦେଖନ୍ତୁ"
"କ୍ଲିପବୋର୍ଡ ଆକ୍ସେସ ଦେଖାନ୍ତୁ"
"ଯେତେବେଳେ ଆପଣ କପି କରିଥିବା ଟେକ୍ସଟ, ଇମେଜ କିମ୍ବା ଅନ୍ୟ ବିଷୟବସ୍ତୁକୁ ଆପ୍ସ ଆକ୍ସେସ କରେ, ସେତେବେଳେ ଏକ ମେସେଜ ଦେଖାନ୍ତୁ"
"ପାସୱାର୍ଡଗୁଡ଼ିକ ଦେଖାନ୍ତୁ"
"ଆପଣ ଟାଇପ କରିବା ସମୟରେ କେରେକ୍ଟରଗୁଡ଼ିକୁ କିଛି ସମୟ ପାଇଁ ଡିସପ୍ଲେ କରନ୍ତୁ"
"ଏହି ଆପ ଉଲ୍ଲେଖ କରିଛି ଯେ ଏହା ତୃତୀୟ ପକ୍ଷଗୁଡ଼ିକ ସହ ଲୋକେସନ ଡାଟା ସେୟାର କରିପାରେ"
"ଡାଟା ସେୟାରିଂ ଏବଂ ଲୋକେସନ"
"ଡାଟା ସେୟାରିଂ ସୂଚନା କେଉଁଠାରୁ ଆସିଥାଏ"
"ଏହି ଆପ କିପରି ଡାଟା ସେୟାର କରେ ସେ ବିଷୟରେ ଡେଭେଲପର ଏହି ଡିଭାଇସର ନିର୍ମାତାଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଡେଭେଲପର ସମୟ ଅନୁସାରେ ଏହି ସୂଚନାକୁ ଅପଡେଟ କରିପାରନ୍ତି।"
"ଏହି ଆପ କିପରି ଡାଟା ସେୟାର କରେ ସେ ବିଷୟରେ ଡେଭେଲପର ""%1$s""ରେ ସୂଚନା ପ୍ରଦାନ କରିଛନ୍ତି। ଡେଭେଲପର ସମୟ ଅନୁସାରେ ଏହି ସୂଚନାକୁ ଅପଡେଟ କରିପାରନ୍ତି।"
"ଏଥିପାଇଁ ଏହି ଆପ ଲୋକେସନ ଡାଟା ସେୟାର କରିପାରେ:"
"ଡାଟା ସେୟାରିଂ ଭିନ୍ନ ହୋଇଥାଏ"
"ଆପଣଙ୍କ ଆପର ସଂସ୍କରଣ, ବ୍ୟବହାର, ଅଞ୍ଚଳ ଏବଂ ବୟସ ଆଧାରରେ ଡାଟା କାର୍ଯ୍ୟପଦ୍ଧତିଗୁଡ଼ିକ ଭିନ୍ନ ହୋଇପାରେ। ""ଡାଟା ସେୟାରିଂ ବିଷୟରେ ଅଧିକ"
"ଆପଣଙ୍କ ଆପର ସଂସ୍କରଣ, ବ୍ୟବହାର, ଅଞ୍ଚଳ ଏବଂ ବୟସ ଆଧାରରେ ଡାଟା କାର୍ଯ୍ୟପଦ୍ଧତିଗୁଡ଼ିକ ଭିନ୍ନ ହୋଇପାରେ।"
"ଆପଣଙ୍କ ଲୋକେସନ ଡାଟା"
"ଗୋପନୀୟତା ସେଟିଂସ""ରେ ଏହି ଆପର ଆକ୍ସେସ ପରିବର୍ତ୍ତନ କରନ୍ତୁ"
"ଆପ କାର୍ଯ୍ୟକ୍ଷମତା"
"ଆନାଲିଟିକ୍ସ"
"ଡେଭେଲପର କମ୍ୟୁନିକେସନ"
"ବିଜ୍ଞାପନ କିମ୍ବା ମାର୍କେଟିଂ"
"ଠକାମୀର ପ୍ରତିରୋଧ, ସୁରକ୍ଷା ଏବଂ ଅନୁପାଳନ"
"ପର୍ସନାଲାଇଜେସନ"
"ଆକାଉଣ୍ଟ ପରିଚାଳନା"
"ଡାଟା ସୁରକ୍ଷା"
"ଲୋକେସନ ଡାଟା ସେୟାର କରାଯାଇପାରେ"
"ଏହି ଆପ ଉଲ୍ଲେଖ କରିଛି ଯେ ଏହା ତୃତୀୟ ପକ୍ଷଗୁଡ଼ିକ ସହ ଆପଣଙ୍କ ଲୋକେସନ ଡାଟା ସେୟାର କରିପାରେ"
"ଲୋକେସନ ପାଇଁ ଡାଟା ସେୟାରିଂ ଅପଡେଟଗୁଡ଼ିକ"
"ଆପଣଙ୍କ ଲୋକେସନ ଡାଟା ସେୟାର କରିବା ଉପାୟକୁ ପରିବର୍ତ୍ତନ କରିଥିବା ଆପ୍ସର ସମୀକ୍ଷା କରନ୍ତୁ"
"ଏହି ଆପ୍ସ ଆପଣଙ୍କ ଲୋକେସନ ଡାଟା ସେୟାର କରିବା ଉପାୟକୁ ପରିବର୍ତ୍ତନ କରିଛି। ସେଗୁଡ଼ିକ ଏହାକୁ ପୂର୍ବରୁ ସେୟାର କରିନଥାଇପାରେ କିମ୍ବା ବର୍ତ୍ତମାନ ଏହାକୁ ବିଜ୍ଞାପନ ବା ମାର୍କେଟିଂ ଉଦ୍ଦେଶ୍ୟରେ ସେୟାର କରିପାରେ।"
"ଏହି ଆପ୍ସର ଡେଭେଲପରମାନେ ଏକ ଆପ ଷ୍ଟୋରରେ ସେମାନଙ୍କ ଡାଟା ସେୟାରିଂ କାର୍ଯ୍ୟପଦ୍ଧତିଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସେମାନେ ସମୟ ଅନୁସାରେ ଏହାକୁ ଅପଡେଟ କରିପାରନ୍ତି।\n\nଆପଣଙ୍କ ଆପର ସଂସ୍କରଣ, ବ୍ୟବହାର, ଅଞ୍ଚଳ ଏବଂ ବୟସ ଆଧାରରେ ଡାଟା ସେୟାରିଂ କାର୍ଯ୍ୟପଦ୍ଧତିଗୁଡ଼ିକ ଭିନ୍ନ ହୋଇପାରେ।"
"ଡାଟା ସେୟାରିଂ ବିଷୟରେ ଜାଣନ୍ତୁ"
"ଆପଣଙ୍କ ଲୋକେସନ ଡାଟାକୁ ବର୍ତ୍ତମାନ ତୃତୀୟ ପକ୍ଷଗୁଡ଼ିକ ସହ ସେୟାର କରାଯାଇଛି"
"ଆପଣଙ୍କ ଲୋକେସନ ଡାଟାକୁ ବର୍ତ୍ତମାନ ବିଜ୍ଞାପନ କିମ୍ବା ମାର୍କେଟିଂ ପାଇଁ ତୃତୀୟ ପକ୍ଷଗୁଡ଼ିକ ସହ ସେୟାର କରାଯାଇଛି"
"{count,plural, =0{ଗତକାଲି ଭିତରେ ଅପଡେଟ କରାଯାଇଛି}=1{ଗତକାଲି ଭିତରେ ଅପଡେଟ କରାଯାଇଛି}other{# ଦିନ ମଧ୍ୟରେ ଅପଡେଟ କରାଯାଇଛି}}"
"ଏହି ସମୟରେ କୌଣସି ଅପଡେଟ ନାହିଁ"
"ଡାଟା ସେୟାରିଂ ଅପଡେଟଗୁଡ଼ିକ"
"କିଛି ଆପ୍ସ ଆପଣଙ୍କ ଲୋକେସନ ଡାଟା ସେୟାର କରିବା ଉପାୟକୁ ପରିବର୍ତ୍ତନ କରିଛି"
"ସେଟିଂସ"